କନ୍ଧମାଳ ଜିଲ୍ଲା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା।
ଚକାପାଦ ବ୍ଲକ ଅନ୍ତର୍ଗତ ଚାହାଳି ଠାରୁ ଅଣ୍ଡିରିଗଡ ରାସ୍ତା ଅବସ୍ଥା ଶୋଚନୀୟ ନିମ୍ନମାନର କାର୍ଯ୍ୟ ସାଙ୍ଗକୁ ମଜୁରୀ ଟଙ୍କା ସରକାରୀ ଧାର୍ଯ୍ୟଠାରୁ କାମ ଦେଉଥିବା ମଜୁରୀ ଆଃ ମାନେ ଅଭିଯୋଗ କରିଛନ୍ତି ଟିକାବାଲି ବ୍ଲକ ଅନ୍ତର୍ଗତ ଡଗପଦର ଠାରୁ ଗୁଡୁରୀ ଗାଁ ପିପୁଡିଦେଇ ଖଣ୍ଡିକୁଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଆରମ୍ଭ କରିଲା ବେଳେ ଗୁଡୁରୀ ଗାଁ ପିପୁଡିଦେଇ ରେ ଲୋକେ ବାରମ୍ବାର ଅଭିଯୋଗ କରିଆସୁଥିଲେ ନିମ୍ନମାନର କାର୍ଯ୍ୟ କରୁଛନ୍ତି ହେଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ମନକଆନ ଦେଲେ ନାହିଁ ରାସ୍ତାର ପିଚୁ ଉଠିଗଲାଣି ବ୍ରିଜ ଗୁଡିକ କାମ ହୋଇ ନାହିଁ ପୁରୁଣା ବ୍ରିଜ ଗୁଡିକ ପଡ଼ିରହିଛି କଇଝର ଠାରୁ ଗୁଟିଙ୍ଗିଆ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣରେ ବାଧା ପ୍ରାପ୍ତ ନିମ୍ନମାନର କାର୍ଯ୍ୟ ସାଙ୍ଗକୁ ଦୀର୍ଘ ପାଞ୍ଚବର୍ଷ ରୁ ଉର୍ଦ୍ଧ ହେବ କାର୍ଯ୍ୟ କରୁନାହଁ ରାସ୍ତା ସମ୍ପୂର୍ଣ୍ଣ ଭାବରେ ମାରଣାଯନ୍ତା ପାଲଟିଛି
ଦୁର୍ଘଟଣା ଘଟିଲା ପରେ ରାସ୍ତା କାମ ହେବ କି ବୋଲି ଦୃଢ ଦାବି ସାଙ୍ଗକୁ କଳିଙ୍ଗ ସେନା ପକ୍ଷରୁ ଜିଲ୍ଲାପାଳଙ୍କ ପାଖରେ ବଖଓବ ସହ ଆର ଡି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଥିବା କଳିଙ୍ଗ ସେନା ବିଧାୟକ ପ୍ରାର୍ଥୀ ଆମ ଜିଲ୍ଲା ପ୍ରତିନିଧି ଙ୍କ ଠାରେ ଦୃଢ ସହକାରେ ଜଣାଇଛନ୍ତି ଘୁଉଦୟଗିରି ବ୍ଲକର କଳିଙ୍ଗା ପଞ୍ଚାୟତ ର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି ପିକରଡି ପଞ୍ଚାୟତ ର ବ୍ରେକା ଠାରୁ ପେନାଲା _; ରାଇବାଞ୍ଜା ଗସାବାଡା ପୁକୁଲୁଙ୍ଗିଆ ଏପରିକି ନୂଆଗାଁ ବ୍ଲକ ସାଇନପଡା ଓ କୁଡୁତେଲି ପଞ୍ଚାୟତ ରେ ପ୍ରାୟ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି ରାଇକିଆ ବ୍ଲକ ଅନ୍ତର୍ଗତ ଗତ କରଡା ଇନ୍ଦ୍ରଗଡ ରଣବା ମଣ୍ଡାସରୁ ପଞ୍ଚାୟତର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି ଖଣ୍ଡନକଲାଭିଳି ଅଭିଯୋଗ ପ୍ରଶାସନିକ ଅଧିକାରୀ ମାନଙ୍କୁ ପାଖରେ ନାହିଁ ପରିତାପର ବିଷୟ ସାଧାରଣ ରେ ଅଭିଯୋଗ ସାଙ୍ଗକୁ ରାସ୍ତା ର ସ୍ଥାୟିତ୍ବ ଓ ଦାୟିତ୍ୱ ର ପ୍ରଶ୍ନବାଚୀ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ହେଉଛି l
ଇପିଏ ରୁ ପ୍ରମୋଦ କୁମାର ନାୟକ ଫୁଲବାଣୀ ଓ ମଧୁସ୍ମିତା ନାୟକ ବାଲିଗୁଡା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )