June 13, 2025
Home » କେଦାର ଗୌରୀ କୁଣ୍ଡ ସଫା କଲେ ଭୁବନେଶ୍ୱର ର ସ୍ବେଛାସେବୀ ଅନୁଷ୍ଠାନ

କେଦାର ଗୌରୀ କୁଣ୍ଡ ସଫା କଲେ ଭୁବନେଶ୍ୱର ର ସ୍ବେଛାସେବୀ ଅନୁଷ୍ଠାନ

0
WhatsApp Image 2024-10-04 at 4.36.21 PM

ମହାଷ୍ଟମୀ ପୂଜା ପୂର୍ବରୁ କେଦାର ଗୌରୀ କୁଣ୍ଡ ସଫା କଲେ ଭୁବନେଶ୍ୱର ର ସ୍ବେଛାସେବୀ ଅନୁଷ୍ଠାନ ଏକାମ୍ର ବିକାଶ ମଞ୍ଚ ର ଅଧକ୍ଷ ଶ୍ରୀମତୀ ରଶ୍ମି ମହାପାତ୍ର, ଏବଂ BK ଇନ୍ଦୁ ଭଉଣୀ ଏବଂ ବହୁ କାର୍ଯ୍ୟକର୍ତ୍ତା ବହୁ ସମୟ ରେ ଶ୍ରୀମତୀ ରଶ୍ମି ମହାପାତ୍ର ପୁରୁଣା ଭୁବନେଶ୍ୱର ର ବିଭିନ୍ନ ସମସ୍ୟା, ମନ୍ଦିର ତଥା ଐତିହ୍ୟ ସୁରକ୍ଷା, ଭୁବନେଶ୍ୱର ବହୁ ସମସ୍ୟା ଉପରେ ସରକାର ଙ୍କୁ ଟାର୍ଗେଟ କରନ୍ତି ପୂର୍ବରୁ ଏହି ବ୍ୟକ୍ତି ଏକାମ୍ର ନିର୍ବାଚନ ମଣ୍ଡଳୀ ରୁ ସ୍ୱାଧୀନ ଭାବେ 2ଥର ଏବଂ 2019ରେ କଂଗ୍ରେସ ରୁ ପ୍ରାଥୀ ହୋଇଥିଲେ ବର୍ତମାନ 2024ରେ ବିଜେପି ରେ ସାମିଲ ହୋଇ ଖୋଲା ଖୋଲି ପ୍ରଚାର ମୈଦାନ କୁ ଓଲ୍ଲାହି ବିଜେପି ପ୍ରାଥୀ ବାବୁ ସିଂ ଜିତାଇବା ଏବଂ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କୁ ଅଧିକ ଭୋଟ ରେ ଜୟ କରାଇବା ରେ ରଶ୍ମୀ ବହୁ ପରିଶ୍ରମ କରିଛନ୍ତି. ସବୁଠୁ ଆଶ୍ଚର୍ଯ୍ୟ ର କଥା ଏବେ ମଧ୍ୟ ସରକାର ଙ୍କୁ ବିଭିନ୍ନ ସମସ୍ୟା ରେ ଦୃଷ୍ଟି ଦେବା ସମ୍ପର୍କ ରେ ଦାବୀ ପତ୍ର ଦେବା ଭୁଲି ନାହାନ୍ତି.  ଆଜି ର ଏହି. ସ୍ୱଚ୍ଛ ଅଭିଯାନ ରେ khirod ବେହେରା, ଅନିଲ ପାତ୍ର, ଭାଇ ଚିତ୍ତ ରଞ୍ଜନ, ଭଉଣୀ ଶାନ୍ତି ଦେବୀ ସହଯୋଗ କରିଛନ୍ତି

Leave a Reply

Your email address will not be published. Required fields are marked *