March 16, 2025
Home » ଚିତରଞ୍ଜନ ବେହେରାଙ୍କୁ ଇଣ୍ଟରନେସନାଲ ଆଇକନ୍ ଆୱାଡ୍ – ୨୦୨୪ ପ୍ରଦାନ କଲା ଇଣ୍ଟରନେସନାଲ ୱାଲ୍ଡ ରେକର୍ଡ

ଚିତରଞ୍ଜନ ବେହେରାଙ୍କୁ ଇଣ୍ଟରନେସନାଲ ଆଇକନ୍ ଆୱାଡ୍ – ୨୦୨୪ ପ୍ରଦାନ କଲା ଇଣ୍ଟରନେସନାଲ ୱାଲ୍ଡ ରେକର୍ଡ

0

l
ବୌଦ୍ଧ –ବୌଦ୍ଧ ଜିଲ୍ଲା ବଘିଆପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝି ସାହି ଗ୍ରାମର ଚିତରଞ୍ଜନ ବେହେରାଙ୍କୁ ଇଣ୍ଟରନେସନାଲ ଆୱାଡ୍ – ୨୦୨୪ ପ୍ରଦାନ କଲା ଇଣ୍ଟରନେସନାଲ ୱାଲ୍ଡ ରେକର୍ଡ । ଚିତରଞ୍ଜନ ଙ୍କ କବିତା ରେ ଥିବା ସଚେତନତା ଧର୍ମୀ ବାର୍ତ୍ତା ଓ ବ୍ୟଙ୍ଗ କବିତାରେ ଥିବା ସଚେତନ ବାର୍ତ୍ତା ପାଇଁ ସାହିତ୍ୟ ପ୍ରତି ସମାଜରେ ଥିବା ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ପାଇବା ପରେ ତାଙ୍କୁ ପରିବାର, ଜିଲ୍ଲା ବାସୀ, ସାହିତ୍ୟ ଅନୁଷ୍ଠାନ , ସମ୍ପର୍କୀୟ, ସାଙ୍ଗସାଥୀ ଓ ଅଞ୍ଚଳ ବାସୀ ଶୁଭେଚ୍ଛା ଜଣାଇଛନ୍ତି । କବି ଚିତ୍ତରଞ୍ଜନ ବେହେରା ଏହି ପୁରସ୍କାର ପାଇବା ପରେ ସବୁ ଶ୍ରେୟ ତାଙ୍କ ଶୁଭେଚ୍ଛୁ ଙ୍କୁ ଦେଇଛନ୍ତି ।

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *