June 14, 2025
Home » ଚେରିତୋଳ ବାଲିଯାତରେ ସାମ୍ବାଦିକ ମୂଲ୍ୟ 500 ଓ 1000,ଟଙ୍କା

ଚେରିତୋଳ ବାଲିଯାତରେ ସାମ୍ବାଦିକ ମୂଲ୍ୟ 500 ଓ 1000,ଟଙ୍କା

0
WhatsApp Image 2024-11-19 at 4.00.14 AM

ସାମ୍ପ୍ରତି ଚାରିଆଡେ ଚାଲିଛି ଉତ୍କଳୀୟ ପରମ୍ପରା ର ବାଲିଯାତ୍ରା ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭାସମିତି ରେ ବାଲିଯାତ୍ରା ମଞ୍ଚ ଉଠୁଛି ପଡୁଛି, ଏସବୁ ଦୃଶ୍ୟକୁ ଓଡ଼ିଶାର ଅଗଣିତ ଜନତାଙ୍କ ନିକଟରେ ପହଁଞ୍ଚାଇ ବାରେ ମୁଖ୍ୟ ଭୂମିକା ନିଭାଇ ଥାଏ ଗଣ ମାଧ୍ୟମ
, ରାତିଦିନ ଏକ କରି କର୍ମ କରୁଥିବା ସାମ୍ବାଦିକ ମାନଙ୍କୁ 500,1000,ଟଙ୍କାରେ କ୍ରୟ କରି ନିଜ ସପକ୍ଷରେ ସାମ୍ବାଦ ପରିବେଷଣ କରିବାକୁ ଅପଚେଷ୍ଟା କରୁ ଥିବା ଦେଖିବାକୁ ମିଳିଛି ଚେରିତୋଳ ବାଲିଯାତ୍ରାରେ,l ଗତ କାଲି ଚେରିତୋଳ ବାଲିଯାତ୍ରା ର ଚତୃର୍ଥ ସନ୍ଦ୍ୟା ଥିଲା ଚେରିତୋଳ
ବାଲିଯାତ୍ରା ର ସଭାପତି ତଥା ତିର୍ତୋଲ ବିଧାୟକ ଡ. ରମାକାନ୍ତ ଭୋଇ ସଭାପ୍ତିତ୍ୱରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତ ଙ୍କୁ ସଭା ମଞ୍ଚରେ ବସାଇ ସଭାକୁ ସରସ ସୁନ୍ଦର କରିବାକୁ ପ୍ରୟାସ କରାଯାଇ ଥିଲେ ମଧ୍ୟ୍ୟ କାଣ୍ଟ ଛାଣ୍ଟ ଭାଷଣ ଦେବାକୁ ଅତିଥି ମାନଙ୍କୁ ବାଧ୍ୟ୍ୟ କରାଯାଇ ଥିଲା, ଭାଷଣ ସ୍ଥଳୀ ରେ ଦର୍ଶକ ଅନୁପସ୍ଥିତି ବିଧାୟକ ଙ୍କ ଓ ଆୟୋଜକ ଙ୍କ ପାରିବା ପଣିଆ କୁ ପଦାରେ ପକାଉ ଥିଲା, ଓ ବହୁ ଅ ଵେବସ୍ଥା କୁ ଗଣ ମାଧ୍ୟମ କାଳେ ପଦରେ ପକାଇ ଦେବ ତେଣୁ ଚେରିତୋଳ ବାଲିଯାତ୍ର ସଭାପତି ତଥା ତିର୍ତୋଲ ବିଧାୟକ ନିଜର କିଛି ସହଯୋଗୀଙ୍କ ଦ୍ୱାରା ପୋଗ୍ରାମ କଭରେଜ ସାମ୍ବାଦିକ ମାନଙ୍କୁ ଡାକି ଟିଭି ସାମ୍ବାଦିକ ଙ୍କୁ 1000/-ଓ ପ୍ରିଣ୍ଟି ଓ ୱେଭ ସାମ୍ବାଦିକ ଙ୍କୁ 500/-ଟଙ୍କା ବିଧାୟକ ଙ୍କ ଜଣେ ଖାସ ବ୍ୟକ୍ତି ଚୁପକରୀ ସାମ୍ବାଦିକ ଙ୍କ ହାତ ରେ ଗୁଞ୍ଜୁ ଥିଲେ, ଏଖବର ପ୍ରଘଟ ହେବାପରେ ସମସ୍ତ ଗଣ ମାଧ୍ୟମଏହାର ପ୍ରତିବାଦ କରିଥିଲେ ଓ ହାତଗୁଞ୍ଜା ଟଙ୍କା କୁ ଉକ୍ତ ବ୍ୟକ୍ତି ଙ୍କୁ ଫେରାଇ ଦେଇଥିଲେ, ବିଚରା ବ୍ୟକ୍ତି ଶେଷରେ ଲଜ୍ଜିତ ହୋଇ ଥିଲେ, ତେବେ ଏମାନଙ୍କ ସାହସ ଦିନକୁ ଦିନ ବଢ଼ିବାରେ ଲାଗିଲାଣି, ଗଣ ମାଧ୍ୟମ କୁ କ୍ରୟ କରି ନିଜ ସପକ୍ଷରେ ଖବର ପାରବେଶଣ ଓ ଆୟୋଜକ କମିଟି ଯେଉଁ ଲେଖା ଦେବ ତାକୁ ପ୍ରସରଣ କରିବ, ଖବର ସାମ୍ବାଦିକ ରିପୋଟ ପ୍ରସ୍ତୁତ କରିବ ନାହିଁ ତେଣୁ କରା ଯାଉଛି ପେ ଆଣ୍ଡ ପବ୍ଲିସି ଵେବସ୍ତା,କାଳେ ନିଜେ ବିଧାୟକ ତିର୍ତୋଲ ଏସବୁ ଦେବାପାଇଁ ଵେବସ୍ଥା କରିଥିବାରୁ ସୂଚନା ମିଳିଛି l

ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *