April 27, 2025
Home » ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଦାବି ପତ୍ର

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଦାବି ପତ୍ର

0
WhatsApp Image 2024-07-11 at 3.19.55 PM

ହେଉଛି ବିଶ୍ଵ ଜନସଂଖ୍ୟା ଦିବସ । ଜନସଂଖ୍ୟାକୁ ନେଇ ଆଗରୁ ଦେଶରେ ବିଭାଜନ ହୋଇ ସାରିଛି। ଆଜି ଦେଶରେ ଜନସଂଖ୍ୟା ବିସ୍ପୋରଣ ହୋଇ ଚୀନକୁ ପଛରେ ପକାଇ ବିଶ୍ୱରେ ଏକ ନମ୍ବର ହୋଇସାରିଛି। ଏଭଳି କ୍ଷେତ୍ରରେ ଦେଶରେ ଖାଦ୍ୟ ବସ୍ତ୍ର ବାସଗୃହ ଓ କର୍ମ ସଙ୍କଟ ସୃଷ୍ଟି ହୋଇଛି। ଏଣୁ ଏକ ଦୃଢ଼ ଜନସଂଖ୍ୟା ନିରୋଧକ ଆଇନ୍ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

 

ଏଥିରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଜ୍ୟ କୋଡିନେଟର ବଳଦେବ ପ୍ରସାଦ ବେଦବାକ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳୀ ମିଶ୍ର, ରାଜ୍ୟ ସଂପାଦିକା ଶ୍ରୀମତୀ ଆରତୀ ଖମାରୀ,ସୁବର୍ଣ୍ଣପୁର ଜିଲ୍ଲା ସଂରକ୍ଷକ ସଞ୍ଜିବ ବେଦବାକ, ଜିଲ୍ଲା କୋଷାଧ୍ୟକ୍ଷ ସିର୍ଣ୍ଣିବାସ ଚାନ୍ଦ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବାପି ଦାସ୍, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପୂର୍ଣ୍ଣିମା ସା, ଜିଲ୍ଲା ଉପସଭାପତି ସୁରେଶ ମିଶ୍ର, ଜିଲ୍ଲା ସମ୍ପାଦକ ଜୟନାରାୟଣ ଗୁରୁ, ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ମହାପାତ୍ର, ଶିବ ସେଠୀ, ଜିଲ୍ଲା ସମ୍ପାଦକ ଦୁଆରୁ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ l

 

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *