ଜିଲ୍ଲାପାଳ କନ୍ଧମାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ଅଭିଯୋଗ କମୁଛି, ବ୍ଲକ ଅଧ୍ୟକ୍ଷ ଙ୍କୁ ଭକୁଆ ହୋଇ ଜନତା ଖୋଜୁଛି
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ, ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ ରେ ଜିଲ୍ଲାପାଳ କନ୍ଧମାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ଅଭିଯୋଗ କମି କମି ଯାଉଛି। ଟିକାବାଲି ବ୍ଲକ ରେ ଲୋକଙ୍କ ସରକାର ଡବଲ ଇଞ୍ଜିନ ସରକାର ବିଜେପି ପ୍ରିୟ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ଦୁଇ ବର୍ଷ ଶାସନ କାଳରେ ପ୍ରଥମ ଥର ପାଇଁ ୧୧ ଗୋଟି ଗ୍ରାମ ପଞ୍ଚାୟତ ଯଥା -ଟିକାବାଲି,କଟିମାହା,କଇଝର,ପିକରଡି,ଗଦଗୁଡା,ବଡିମୁଣ୍ଡା,ଗାରଡିଙ୍ଗିଆ,ବୁର୍ବିନାଜୁ,ପାବୁରିଆ,ଗୁଟିଙ୍ଗିଆ,ପାଡାଙ୍ଗି ର ଲୋକସଂଖ୍ୟା ତୁଳନାରେ ଚଳିତବର୍ଷ ଚଳିତ ମାସ ତା୨୪.୮.୨୬ ରିଖ ଦିନ ଟିକାବାଲି ବ୍ଲକ ସଭାଗୃହ ରେ ଜିଲ୍ଲାପାଳ କନ୍ଧମାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ମାତ୍ର ୫୦ ରୁ କମ ଅଭିଯୋଗ ଦରଖାସ୍ତ ଜିଲ୍ଲାପାଳ ଙ୍କ ନିକଟକୁ ପ୍ରେରଣ କରାଯାଇଥିବା ବ୍ଲକର ବଡ ବଢିଆ ଅଫିସ ମାନେ ହସି ହସିଲା କହିଲେ ମାତ୍ର ୫୦ ରୁ କମ ତେବେ ପ୍ରଶ୍ନ ଉଠେ ଯେଉଁଠି ୫୦ ହଜାର ରୁ ଉର୍ଦ୍ଧ ଲୋକ ସଂଖ୍ୟାରେ ମାତ୍ର ୫୦ ରୁ କମ ଅଭିଯୋଗ ଦରଖାସ୍ତ ତେବେ ଶାସକ ବିଜେପି ପ୍ରିୟ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କେମିତି ଗ୍ରାମ ପଞ୍ଚାୟତ ରେ ଡିମିଣ୍ଡି ର ଶଦ୍ଦ ଜନସାଧାରଣ ରେ ପହଞ୍ଚିଛି, ହେଲେ ପ୍ରକାଶ ଥାଉ କି ଟିକାବାଲି ବ୍ଲକ ରେ ଦୁର୍ନୀତି ମାଳମାଳ ” ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ” ତେବେ ୫୦ ରୁ କମ ଅଭିଯୋଗ ଶୁଣାଣି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଙ୍କ ନିକଟରେ” ସମୁଦ୍ର କୁ ଶଙ୍ଖେ ପାଣି “କିନ୍ତୁ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦୀଲିପ କହଁର ଙ୍କ ପଦବୀ ମଜଭୁତ ପାଇଁ ଶାମକ ମୂଖ୍ୟମନ୍ତ୍ରୀ ଗର୍ବିତ କିନ୍ତୁ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ଅନୁପସ୍ଥିତି ଉପସ୍ଥିତ ଜନତା ଭକୁଆ ବନେଇବା ଆନନ୍ଦ ଉଲ୍ଲାସର ଦୀର୍ଘ ସମୟ ଧରି ବ୍ଲକ ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତ ରେ ସମସ୍ତ ସୁବିଧା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ଅଧା ଉଣା ସରିଛି

ସେତେବେଳେ ବ୍ଲକ ଅଧ୍ୟକ୍ଷ ଦୀଲିପ କହଁର ଙ୍କ ପଦବୀ ମଜଭୁତ ପାଇଁ ଟିକାବାଲି ବ୍ଲକ ବି ଜେ ଡି କର୍ମୀମାନେ ଲାଗି ପଡ଼ିଥିଲେ ହେଲେ ଏବେ କୁଆଡେ଼ ବିଜେପି ପ୍ରିୟ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତି ନିକଟତମ ହେଲେ ଦଳ ପରିବର୍ତ୍ତନ ରେ କଣ ପଦବୀ ଲୋଭି ପିପାସୁ ଙ୍କ ପ୍ରତି ମୋହନ ଚରଣ ମାଝୀଙ୍କ ସରକାର ତିଖଣ ନିଜର ରଖିବେ ବୋଲି ଓଲଟା ପାଲଟା ଦଳ ଛାଡି ଶାସନ ଦଳରେ ସାମିଲ ହୋଇଥିବା କର୍ମୀମାନେ ଫସଲ ଅମଳ ଆଶାରେ ବ୍ଲକ ଅଧ୍ୟକ୍ଷ ପଦବୀ ସରି ସରି ଯାଉଛି ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି। ଟିକାବାଲି ବ୍ଲକ ସଭାଗୃହ ରେ ଜିଲ୍ଲାପାଳ କନ୍ଧମାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ବେନର ତଳେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ, ବାଲିଗୁଡା ଉପ-ଜିଲ୍ଲାପାଳ ପ୍ରଣିତା ଦାସ, ପ୍ରଶିକ୍ଷଣରତ I.A.S ଯଶକରଣ ସିଂ,CDO-Cum-EO ଶମ୍ଭୁନାଥ ନନ୍ଦୀ, ଟିକାବାଲି ବ୍ଲକ ବି ଡି ଓ ବିଷ୍ଣୁ ଗୋବିନ୍ଦ, ମୂଖ୍ୟ ଚିକିତ୍ସାଳୟ ର ପ୍ରତିନିଧି ଡାକ୍ତର,୮ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟା ନମିତା କହଁର ବେନର ତଳେ ବସିଥିବା ବେଳେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦୀଲିପ କହଁର ଙ୍କୁ ଦେଖିବାକୁ ମିଳିନଥିଲା। ଦୀର୍ଘ ସମୟ ଧରି ବ୍ଲକ ରେ ଜିଲ୍ଲାପାଳ କନ୍ଧମାଳ ଶ୍ରୀ ବେଦ ଭୁଷଣ ଦୀର୍ଘ ସମୟ ଧରି ଅଭିଯୋଗ ଦରଖାସ୍ତ ଫର୍ମ ର ସମାଧାନ ପାଇଁ ଟିକାବାଲି ତହସିଲଦାର ଙ୍କୁ ଭାର ଦେଇଥିଲେ ଓ ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଡିବ୍ଲୁଓ ରବିନାରାୟଣ ମିଶ୍ର ଙ୍କ ଦୃଷ୍ଟି ଆକର୍ଷଣ କଲେ,କେବଳ ବାଲିଗୁଡା ସବଡିଭିଜନ ରେ ଆଇ.ଟି.ଡିଏ ର ପ୍ରାୟତଃ ଟିକାବାଲି ବ୍ଲକ ଓ ଚକାପାଦ ବ୍ଲକ ଅଧିନସ୍ଥ ରେ କେଉଁ କେଉଁ ସ୍ଥାନରେ ଏଭଳି କାର୍ଯ୍ୟ ହୋଇଛି ତାହା ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡ଼ିଲେ ଜିଲ୍ଲାପାଳ ବୋଧେ ପରୋକ୍ଷରେ ଭିଜିଲାନ୍ସ ଚଢ଼ାଉ ପାଇଁ ନିଦ୍ଧେର୍ଶ ଦେଇଦେବେ ଏଥିରେ ସନ୍ଦେହ ନାହିଁ। ଉପସ୍ଥିତ ଆଇ.ଟି.ଡିଏ – ଏଇ ପବିତ୍ର ମହୋନ ସାହୁଙ୍କ ବାରମ୍ବାର ପରିଦର୍ଶନ ସ୍ବତେ ସଂପୃକ୍ତ କୁଜି ଠିକାଦାର ଙ୍କ ପ୍ରତିଭା ଅରୁଣା ଶାସକ ଦଳର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଙ୍କୁ କଳାଛିଟ ନାହିଁ ଆଉ କଣ ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି,ଆଉ କେତେ ବର୍ଷଧରି ରହିବେ କନିଷ୍ଠ ଯନ୍ତ୍ରୀ ତଥା ଏଇ ଆଇ ଟି ଡିଏ ବାଲିଗୁଡା ଏହା ପୂର୍ବର ଏଇ କେତେ ଆକାର ରେ ହାତୀ ଛଣା ପାଣି ଗଳିଗଲା ଭିଜିଲାନ୍ସ ଜାଲରେ କୋଟିପତି ଅଧିକାରୀ ମୂଖ୍ୟ ମନ୍ତ୍ରୀ ଙ୍କ ଦୁଇବର୍ଷ ର ଶାସନ କାଳରେ “ଧିର ପାଣି ପଥର କାଟେ” ସୂଚନା ଯୋଗ୍ୟ ଭୋଟରଙ୍କ ହୃଦୟରେ ଥିଲେ


ପୂର୍ବତନ ବିଜେଡ଼ି ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତି କରମଣ୍ଡଳ ଉପକୂଳରେ ଟିକାବାଲି ବ୍ଲକ ୮ ନମ୍ବର ଯୋନ ଜିଲ୍ଲା ପରିଷଦ ଦ-ଲା ଫଣ୍ଡରୁ ଗୋଟିଏ ଗାଁ ରେ ସିସି ରୋଡ଼ କନିଷ୍ଠ ଯନ୍ତ୍ରୀ ହାନସାଦା ଙ୍କୁ ହାତଠାରି ଅନ୍ୟ ଗ୍ରାମରେ କଲେ, ଯେଉଁ ଗାଁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ଫଣ୍ଡ କୁ ବଦ ବ୍ୟବହାର କଲେ,ସେକଥା କଣ ଭୂଲି ଗଲେ,ସେହି ସାହିର ଅବସ୍ଥା ବର୍ଷାରେ କାଦୁଅ ପଚପଚ ହେଲେ କ’ଣ ପୂର୍ବତନ ବିଜେଡ଼ି ଜିଲ୍ଲା ପରିଷଦ ହମ୍ପସ ରେ ଏବେ ପୁଣି ସୁଜଗ ମିଳିଛି ସେହି ୮ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟା ନିଜର ଜିଲ୍ଲା ପରିଷଦ ଫଣ୍ଡ ଟଙ୍କା ଯାହାକୁ ଦେଇଛନ୍ତି ସେଥିମଧ୍ୟରୁ ଜଣେ ନିର୍ଦ୍ଧିଷ୍ଟ ସରକାରୀ କର୍ମଚାରୀ ଓ ଅନ୍ୟ ଗ୍ରାମର ବୋଧେ ଶ୍ରମିକ ନେତାଙ୍କ ମଧୁ ଚନ୍ଦ୍ରିକା ରେ ପୂରୁଣା କାମ ଉପରେ ଉପରଠାଉରିଆରେ ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରଧାନ ଙ୍କ ହାତ ମାପକାଠି ହେଲେ ଭଲରେ ଖବର ରହିଛି CDO-Cum-EO ଶମ୍ଭୁନାଥ ନନ୍ଦୀ ଙ୍କ ନିକଟରେ ହେଲେ କିଏ କେତେ ପାଠ ପଢିଛି,CDO-Cum-EO ନା- କନିଷ୍ଠ ଯନ୍ତ୍ରୀ ପ୍ରଧାନ ବାବୁ ପ୍ରକୃତରେ ପାଠଶାଠ ର ଦ୍ଵନ୍ଦ ମଧ୍ୟରେ ଭିଜିଲାନ୍ସ ବିଭାଗ ଦ୍ଵାରା ଖୋଳତାଡ଼ ହେଲେ ବିଜେପି ପ୍ରିୟ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଅମଳରେ ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜାଣିପାରିବେ ଭୋଟର ଭାଇଭାଉଣୀ ମାନେ।୮ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟା ଙ୍କୁ ବ୍ଲକ ଗେଟ୍ ସାମ୍ନାରେ ସାମ୍ବାଦିକ ଙ୍କ ପ୍ରଶ୍ନ ବାଣ ରେ ଜିଲ୍ଲା ପରିଷଦ ସଭ୍ୟା କହିଲେ ଆମେ ଆମ ଜିଲ୍ଲା ପରିଷଦ ଫଣ୍ଡ ରୁ କାମ ଦେଲୁ ହେଲେ ଫଳକ ନଲଗାଇଲେ ଆମର ଭୂଲ ସେହି ବିଷୟବସ୍ତୁ କଥା ଜେଇ, ଡବଲ ଏଇ, ବିଡ଼ିଓ ବୁଝିବେ ନଚେତ କାମ ମପାହେଲା ବେଳେ ଦେଇ ଫଳକ ଲେଖିବାକୁ କହିବେ ସେହିକଥା ହିଁ ହେଲା, ହେଲେ ସରକାର ଙ୍କ ଡିମିଣ୍ଡି କାମ ଆରମ୍ଭ ରୁ ଫଳକ ଲେଖିବାକୁ ନିୟମ ଟିକାବାଲି ବ୍ଲକ ରେ ଶାସକ ବିଜେପି ଦଳର ନିୟମ ପାଣିରେ ଗାର ତେବେ ବିଜେଡି – ବିଜେପି ସରକାର ରେ ଫରକ କଣ ସମସ୍ତେ ଆମର ତମର ଭିଜିଲାନ୍ସ ବିଭାଗ ନିରବ ସଚେତନତା ଆବଶ୍ୟକ ସହଯୋଗ କାହାର। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି ଜିଲ୍ଲାପାଳ କନ୍ଧମାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ଅଭିଯୋଗ କମୁଛି ଜନସାଧାରଣ ରେ ଭିଜିଲାନ୍ସ ବିଭାଗ ଧରପଗଡ କଲେ ସବୁ ରହସ୍ୟମୟ ପଦାରେ ପଡୁଛି ସାଧାରଣ ରେ ଚର୍ଚ୍ଚା ହେଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଣି କେଉଁ ଆଡେ ବଢୁଛି ସାଧାରଣ ଲୋକେ ଦେଖିବାକୁ ବାକି ରହିଛି।
ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
