December 3, 2025
Home » ଜିଲ୍ଲାସ୍ତରୀୟ ଏଚଆଇଭି କୁଇଜ ପ୍ରତିଯୋଗିତା

ଜିଲ୍ଲାସ୍ତରୀୟ ଏଚଆଇଭି କୁଇଜ ପ୍ରତିଯୋଗିତା

0
WhatsApp Image 2025-08-05 at 12.17.27 AM

କେନ୍ଦୁଝର :-କେନ୍ଦୁଝର ସଦରମହକୁମା ସ୍ଥ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲାସ୍ତରୀୟ ଏଚଆଇଭି ଏଡ଼ସ ସମ୍ପର୍କିତ କୁଇଜ ପ୍ରତିଯୋଗିତା ଓସାକ୍ସ ଏବଂ ଜୁନିଅର ରେଡ କ୍ରସ ପକ୍ଷରୁ ଆୟୋଜିତ ହୋଇ କୃତୀ ଛାତ୍ର ମୋତି ରାଇସେନ ହେମ୍ବ୍ରମ, ଓଏଭି ସାହାରପଡା,ଖାଲିଆମେଂଟା ଧନେଇ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅଭିଲିପ୍ସା ଦାସ ଶ୍ରେଷ୍ଠ ସ୍ଥାନ ବଜାୟ ରଖି ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି, ଏଡିଏମଓ ଡ଼ଃ ଲକ୍ଷ୍ମୀକାନ୍ତ ମହାନ୍ତ, ଏପିଡିଏଚଓ ଡ଼ଃ ନିଲମ ମହାନ୍ତି, ରେଡ଼କ୍ରସ ଜିଲ୍ଲା ଯୁଗ୍ମ ସମ୍ପାଦକ ଶ୍ରୀ ଏଆର ଖାନ, ଜିଲ୍ଲାଶାରୀରିକ ଶିକ୍ଷାଧିକାରୀ ରାମକୃଷ୍ଣ ବେହେରା, ପ୍ରଧାନ ଶିକ୍ଷକ ଜୟପ୍ରକାଶ ରାଉତ, ଜୁନିଅର ରେଡ଼କ୍ରସ ଅଫିସର ପ୍ରଶାନ୍ତ ପରିଡା, ଆଇସିଟିସି ସୁପରଭାଇଜର ବ୍ରହ୍ମାନନ୍ଦ ସାହୁ ଯୋଗ ଦେଇ ଏଡ଼ସ ର ଭୟାଵହତା ଓ, ପ୍ରତିକାର ଓ ସଚେତନତା ସମ୍ପର୍କରେ ଜ୍ଞାତବ୍ୟ ତଥ୍ୟ ପ୍ରଦାନ କରିଥିଲେ, ବୃନ୍ଦାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ,

Leave a Reply

Your email address will not be published. Required fields are marked *