August 22, 2026
Home » ଟିକାବାଲି ପ୍ରେସ ଆସୋସିଏସନ୍ ର ସମ୍ପାଦକ ଙ୍କ ପିତା ଙ୍କ ବିୟୋଗ

ଟିକାବାଲି ପ୍ରେସ ଆସୋସିଏସନ୍ ର ସମ୍ପାଦକ ଙ୍କ ପିତା ଙ୍କ ବିୟୋଗ

0
WhatsApp Image 2026-08-22 at 12.49.43 PM

 

ଫୁଲବାଣୀ ଇ ପି ଏ – କନ୍ଧମାଳ ଜିଲ୍ଲା ଟିକାବାଲି ପ୍ରେସ ଆସୋସିଏସନ୍ ର ସମ୍ପାଦକ ସନ୍ତୋଷ କୁମାର ଦଳବେହେରା ଙ୍କ ପିତା ଜଣେ ଦକ୍ଷ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ମନୋହର ଦଳବେହେରା ଙ୍କୁ ୮୬ ବର୍ଷ ରେ ତାଙ୍କର ହଠାତ୍ ଛାତି ବଥା ହେବାରୁ ନିକଟସ୍ଥ ମେଡିକାଲ ଖଜୁରୀପଡ଼ା ତାପରେ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ରେ ମୃତ୍ୟୁ ହୋଇଛି। ପରିବାର ପକ୍ଷରୁ ନିଜ ଗ୍ରାମ ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମ ପଞ୍ଚାୟତ ର ପଣଷପଦର ଗ୍ରାମ ରେ ଶବଦାହ କରାଯାଇଥିଲା,ଧର୍ମ ପରାୟଣ,ମିଶାମିଶି, ପରୋପକାର ପ୍ରକୃତି ଶାନ୍ତ,ସରଳ, ଜନପ୍ରିୟ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ମନୋହର ଦଳବେହେରା ଙ୍କ ମୃତ୍ୟୁ ଘଟଣାରେ ପରିବାରର ଓ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଥିଲା।

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *