May 15, 2025
Home » “ଟି. ଏନ. ଟି ରେ ଅଗ୍ରପୁଜ୍ୟ ଙ୍କ ଆରାଧନା “

“ଟି. ଏନ. ଟି ରେ ଅଗ୍ରପୁଜ୍ୟ ଙ୍କ ଆରାଧନା “

0
WhatsApp Image 2024-09-08 at 12.24.20 PM

 

ବିଦ୍ୟାଦାତା ରୂପେ ପରିଚିତ ଗଣପତି ଗଣେଶ ଙ୍କ ପୂଜା ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି, ଏହି କ୍ରମ ରେ ବ୍ରହ୍ମପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟି. ଏନ. ଟି ମଧ୍ୟ ମହା ସମାରୋହ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି, ଛାତ୍ରଛାତ୍ରୀ ମାନେ ମଧ୍ୟ ବକ୍ରତୁଣ୍ଡ ଙ୍କ ପୂଜାର୍ଚନା ସହ ପୁଷ୍ପାଞ୍ଜଳି ଦେଇ ପ୍ରଭୂ ଙ୍କ ସାନିଧ୍ୟ ଲାଭ କରିଥିଲେ,

ମାନବ ସେବା ହିଁ ମାଧବ ସେବା, ଏହି ନୀତି ଅନୁପ୍ରାଣିତ ଟି. ଏନ. ଟି ରେ ଏକ ଭିର୍ଣ୍ଣ ଚିତ୍ର ଦେଖିବାକୁ ମିଳିଥିଲା ସମସ୍ତ ଛାତ୍ରଛାତ୍ରୀ ବହୁଳ ମାତ୍ରା ରେ ଖାଦ୍ୟ ସାମଗ୍ରୀ ଦାନ କରିଥିଲେ ଯାହା ସେମାନଙ୍କ ତରଫରୁ ବୃଦ୍ଧାଶ୍ରମ ମାନଙ୍କ ରେ ନିୟୋଜିତ ହେବା କଥା ଜଣା ପଡିଛି, ଏହି ମହତ କାର୍ଯ୍ୟ ପାଇଁ ବିଭିର୍ଣ୍ଣ ମହଲ ରୁ ପ୍ରଶଂସା ସାଉଁଟିବା ରେ ସଫଳ ହୋଇଛି ଏହି ଅନୁଷ୍ଠାନ, ଗଣେଶ ପୂଜା ସମସ୍ତ କାର୍ଯ୍ୟ ରେ ଅନୁଷ୍ଠାନ ର ପ୍ରମୁଖ ଶ୍ରୀ ଅଜୟ କୁମାର ଦ୍ବିବେଦୀ ଙ୍କ ତତ୍ଵାବଧାନ ରେ ଆୟୋଜିତ ହୋଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ପୂଜା କୁ ସଫଳ କରିବାରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *

You may have missed