June 14, 2025
Home » ଢ଼େଙ୍କାନାଳ ର ପ୍ରସିଦ୍ଧ ଗଣେଶ ପୂଜା ଭସାଣୀ ଅନୁଷ୍ଠିତ

ଢ଼େଙ୍କାନାଳ ର ପ୍ରସିଦ୍ଧ ଗଣେଶ ପୂଜା ଭସାଣୀ ଅନୁଷ୍ଠିତ

0
WhatsApp Image 2024-09-13 at 6.19.01 PM

ଢେ଼ଙ୍କାନାଳ ରେ ପ୍ରସିଦ୍ଧ ଗଣେଶ ପୂଜା ଭଷାଣୀ ଆଜି ଅନୁଷ୍ଠିତ ହୋଇଯାଇଅଛି । ମିଳିତ ଗଣେଶ ପୂଜା କ୍ରିଆନୁଷ୍ଠାନ କମିଟିର ଭଷାଣୀ ଉତ୍ସବକୁ ମୂଖ୍ୟ ଷ୍ଟାଡିୟମ୍ ରେ ଉଦଘାଟନ କରାଯାଇଥିଲା।

ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀ, ଜିଲ୍ଲା ପୋଲିସ ଅଧିକାରୀ ଯୋଗ ଦେଇ ଏହି ଭଷାଣୀ ଉତ୍ସବ ଉଦଘାଟନ କରିଥିଲେ। ଏହି ଭଷାଣୀ ଉତ୍ସବ ରେ ୩୭ ପୂଜା କମିଟିର ମେମ୍ବର ମାନେ ଯୋଗ ଦେଇଥିଲେ।

ଲଟେରୀ ମାଧ୍ୟମରେ ମେଢ଼ ଗୁଡ଼ିକ ଯିବାର ବ୍ୟବସ୍ଥା କରାଯାଇଛି । ମିଳିତ ଗଣେଶ ପୂଜା କ୍ରିଆନୁଷ୍ଠାନ କମିଟି ର ସଭାପତି ସୁଧାଂଶୁ କୁମାର ଦଳେଇ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *