May 15, 2025
Home » ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ତ୍ରୁଟି

ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ତ୍ରୁଟି

0
WhatsApp Image 2024-11-23 at 2.17.44 PM

କେନ୍ଦ୍ର ସରକାରଙ୍କ ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ବୋର୍ଡରେ ଗାଁ କଲ୍ୟାଣ ସମିତି ବୋଡ ଲେଖିବା ଦୀର୍ଘ ତିନି ଯୋଜନା ପ୍ରଧାନମନ୍ତ୍ରୀ ଭାରତର ହେଲେ ମହିଳା ମାନଙ୍କ ପାଇଁ କେନ୍ଦ୍ର ସରକାର ଯେତେ ସଚେତନ ଯଦ୍ୱାରା ପ୍ରଧାନମନ୍ତ୍ରୀ ଙ୍କ ଫୋଟ ଉପରେ କାହା ଚାପରେ ଏପରି ଲେଖା ହୋଇଛି ସେନେଇ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାରେ ହେଉଛି। ଏଥି ପ୍ରତି ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବା ସହିତ ଏହି ପରି ନିଚ କାର୍ଯ୍ୟ ଚାଲିଛି ଏହି ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ବୋଡ ଟିକାବାଲି ବ୍ଲକ ରେ ଦେଖିବାକୁ ମିଳିଛି ଟିକାବାଲି ବ୍ଲକ ବି ଡି ଓ ତୁରନ୍ତ ତଦନ୍ତ କରି ବୋର୍ଡରେ ଲେଖିଥିବା ଗାଁ କଲ୍ୟାଣ ସମିତି ବୋଡ ଲେଖିବା ପଛରେ କାହାର ହାତ ବିଧିବଦ୍ଧ ତଦନ୍ତ ପାଇଁ ସାଧାରଣ ରେ ଦୃଢ଼ ପ୍ରତିବାଦ କରାଯାଉଛି l
report ପ୍ରମୋଦ କୁମାର ନାୟକ

Leave a Reply

Your email address will not be published. Required fields are marked *

You may have missed