September 23, 2026
Home » ପଣ୍ଡିତ ଜବାହାରଲାଲ ନେହୁରୁଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧୀ ଟ୍ରଷ୍ଟ ପକ୍ଷରୁ ସମୂହ ସଫେଇ ଉଦଯାପିତ

ପଣ୍ଡିତ ଜବାହାରଲାଲ ନେହୁରୁଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧୀ ଟ୍ରଷ୍ଟ ପକ୍ଷରୁ ସମୂହ ସଫେଇ ଉଦଯାପିତ

0
WhatsApp Image 2026-09-23 at 3.24.42 PM

 

ପାରାଦ୍ୱୀପ:- ପାରାଦ୍ୱୀପର ଅନ୍ୟତମ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ପଣ୍ଡିତ ଜବାହାରଲାଲ ନେହେରୁ ଟ୍ରଷ୍ଟ ଏବଂ ଇନ୍ଦିରା ଗାନ୍ଧୀ ଟ୍ରଷ୍ଟ ପକ୍ଷରୁ ବିଗତ ବର୍ଷ ପରି ଚଳିତ ବର୍ଷ ବିଶ୍ୱକର୍ମା ପୂଜା ଅବସରରେ ସମୂହ ସଫେଇ କାର୍ଯ୍ୟ ୧୮ ତାରିଖ ଠାରୁ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ନିୟମିତ ହୋଇ ଥିଲା । ଟ୍ରଷ୍ଟର ଉପଦେଷ୍ଟା ଶ୍ରୀ ନିରଞ୍ଜନ ନାୟକଙ୍କ ତତ୍ୱବାଧାନରେ ଅନୁଷ୍ଠିତ ସେବା କାର୍ଯ୍ୟରେ ପଣ୍ଡିତ ଜବାହରଲାଲ ନେହେରୁ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧି ଟ୍ରଷ୍ଟର ସଦସ୍ୟ ମିଳିତ ଭାବେ ସଫେଇ କାର୍ଯ୍ୟ କରିଥିଲେ।

 

prasanta dash nka report

Leave a Reply

Your email address will not be published. Required fields are marked *