ପୂର୍ତ୍ତ ବିଭାଗ ର ଦୃଷ୍ଟି ପଡିବ କେବେ -?
ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘୁ ଉଦୟଗିରି ରାସ୍ତା ଓ କୋଠାବାଡ଼ି ଉପ- ବିଭାଜନ ଅଧିନସ୍ଥ ଟିକାବାଲି କେଉଟ ସାହି ଦେଇ କଇ଼ଁଝର ପଞ୍ଚାୟତ କୁ ସଯୋଗିକରଣ କରି ଶଙ୍କାରଖୋଲ ମୂଖ୍ୟ ରାସ୍ତା ଜାତୀୟ ରାଜପଥକୁ ହେଲେ କଇ଼ଁଝର ପଞ୍ଚାୟତ,କଟିମାହା ପଞ୍ଚାୟତ ରେ ଲୋକ ନିର୍ଭର କରିବାସହ ଗାରଡିଙ୍ଗିଆ, ଗୁଟିଙ୍ଗିଆ,ପାଡାଙ୍ଗି, ପଞ୍ଚାୟତ ର ପ୍ରାୟତଃ ଏବେ ଲକ୍ଷ୍ମୀ ବସ କମ ଟଙ୍କା ଯାତ୍ରା ପାଇଁ ଯାତାୟତ ରାସ୍ତା ଦୀର୍ଘ ପ୍ରାୟତଃ ଦୁଇ ମାସରୁ ଉର୍ଦ୍ଧ୍ବ ହେବ କେବଳ ମେଟେଲ ବିଛାଇ ଦିଆଯାଇଛି, ହେଲେ ଆଜିଯାଏଁ ଏହି ରାସ୍ତା ମରାମତି ପାଇଁ ପୂର୍ତ୍ତ ବିଭାଗ ର ଦୃଷ୍ଟି ଆଢ଼ୁଆଳରେ ଥିବା ଯୋଗୁଁ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଠିକାଦାର ଙ୍କ ଏପରି ଅଧାପନ୍ତରିଆ ଭାବେ ପକାଇ ରଖିବା ଦ୍ଵାରା ସାଧାରଣ ରେ ଦୃଘଟଣାକୁ ଏଡେଇ ଦେଇ ହେବ ନାହିଁ । ତୁରନ୍ତ ମରାମତି ପାଇଁ ସାଧାରଣ ରେ ଦୃଢ଼ ଦାବି ହେଉଛି
ପ୍ରମୋଦ କୁମାର ନାୟକ ଫୁଲବାଣୀ