ପ୍ରତାପପୁର ଉ.ପ୍ରା. ବିଦ୍ୟାଳୟରେ ୱେବନାର୍ ମାଧ୍ୟମରେ ଜାତୀୟ ଏକତା ଦିବସ ପାଳିତ

0 10

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ସରକାରୀ ଉ.ପ୍ରା. ବିଦ୍ୟାଳୟରେ ୱେବନାର୍ ମାଧ୍ୟମରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟୀର ସଦସ୍ୟଗଣ ଯୋଗଦେଇଥିଲେ । ଆଜିର ଦିନରେ ସର୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମ ହୋଇ ସମଗ୍ର ଭାରତର ଦେଶୀୟ ରାଜ୍ୟମାନଙ୍କର ଏକତ୍ରିକରଣ କରିବାରେ ତାଙ୍କର ଅବଦାନ ବିଷୟରେ ଆଲେକପାତ କରିଥିଲେ ଶ୍ରୀମତୀ ନନ୍ଦ । ବିଦ୍ୟାଳୟର ଜୁନିୟର ରେଡ୍‌ କ୍ରସ୍‌ ପରାମର୍ଶଦାତା ତଥା ସହକାରୀ ଶିକ୍ଷକ ଗୋପେଶ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସମସ୍ତଙ୍କୁ ଜାତୀୟ ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ସପଥ ପାଠ କରାଇଥିଲେ । ସହକାରୀ ଶିକ୍ଷକ ଅକ୍ଷୟ କୁମାର ଜେନା ଓ ମହେନ୍ଦ୍ରୀ ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ଜୟରାମ ପଣ୍ଡା ଧନ୍ୟବାଦ ଦେଇଥିବାବେଳ ।

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.