ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ମରଣଯନ୍ତା ବିଭାଗୀୟ ମନ୍ତ୍ରୀ ଙ୍କ ଦୃଷ୍ଟି ପଡୁ-?
ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ ଅଧିନସ୍ଥ କଇ଼଼ଝର ପଞ୍ଚାୟତ ବିପଦର ଠାରୁ ପିପୁଡିଦେଇ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ ସଡକ ଯୋଜନା ରାସ୍ତା ମରଣଯନ୍ତା ପାଲଟିଛି ହେଲେ ଆଜିଯାଏଁ ଆର ଡି ବିଭାଗ ର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ,ଅଧିକ୍ଷଣ ଯନ୍ତ୍ରୀଙ୍କ ଦ୍ଵାରା ରାସ୍ତାର ଅବସ୍ଥା ସଙ୍କଟାପନ୍ନ ଥିବା ନେଇ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ଏଠାରେ ସୂଚନା ଯୋଗ୍ୟ ଯେ ୨୪ ବର୍ଷ ବି ଜେ ଡି ସୁଶାସନ କାଳରେ କଇ଼଼ଝର ପଞ୍ଚାୟତ ରେ ଦୁଇ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଦଳୀୟ ନିର୍ବାଚନ ରେ ବି ଜେ ଡି ବିଜୟୀ ହୋଇଥିଲେ ହେଲେ ରାଜ୍ୟ ସରକାର ଙ୍କୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ରାସ୍ତାର ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି। ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ସହକାରୀ ଯନ୍ତ୍ରୀ ଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ଏହି ଜିଲ୍ଲା ରେ ଆଉ କେତେ ବର୍ଷ ରହିଲେ ସାଧାରଣ ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ବାଟବଣା ହୋଇ ପଡ଼ିରହିଛି। ରାସ୍ତାର ମରାମତି ପାଇଁ ପଦକ୍ଷେପ ମନ୍ତ୍ର ଗତିରେ । ସୂଚନାଯୋଗ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ ଅଞ୍ଚଳର ମହିଳା ମାନେ`l
report promod nayak