ବନ୍ଧା ହେଲେ ନାଉ ଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀଓଦଲାଲ
ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ନାଉ ଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାଏକ ଓ ସହଯୋଗୀ ବାପିନା ଦାସ କୁ25 ହଜ଼ାର ଟଙ୍କା ଲାଞ୍ଚ ନେଲାବେଳେ ଗିରଫ କରିଛି ଭିଜିଲାନ୍ସ ଟିମି, ମିଳିଥିବା ସୂଚନା ଅନୁସାରେ ନାଉ ଗାଁ ବ୍ଲକ ଜଳ ପରସରା ଗାଁ ର ମଶାଣି କାର୍ଯ୍ୟରେ ଠିକାଦାର ର ଫାଇନାଲ ବିଲି କରିବାନିମନ୍ତେ କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ଓ ସହଯୋଗୀ ବାପିନା ଦଶ ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ ଟିମି , ବିଶେଷ ସୂତ୍ରରୁ ଖବର ପାଇ କଟକ ଭିଜିଲାନ୍ସ ଡି ଏସ ପି ଓ ଜଗତସିଂହପୁର ଡ଼ିଏସପି ମିଳିତ ଭାବେ ଚଢ଼ାଉ କରି ଆସାଧୁ କନିଷ୍ଠ ଯନ୍ତ୍ରୀକୁ ଗିରଫ କରିଛନ୍ତି, ଏନେଇ କଟକ ଭିଜିଲାନ୍ସ ଡିଭିଜନ ରେ କେଶ ନମ୍ବର 21/2024 ମାମଲା ରୁଜୁ କରା ଯାଇଇଛି, ଏବଂ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ବାସଭବନ ରେ ଖାନ ତଲାସି ଚାଲିଛି, ବିଜେଡି ସରକାର ସମୟରୁ ଲାଞ୍ଚ ଖୋର ହଇଥିବା କନିଷ୍ଠ ଯନ୍ତ୍ରୀ ଙ୍କ ଖେଳ ଶେଷ ହେଇଛି l
ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, ଇପିଏ ନିୟୁଜୁ, ଜଗତସିଂହପୁର l
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )