June 14, 2025
Home » ବିଜୁ ପଟ୍ଟନାୟକ ଗ୍ରାମିଣ ପାର୍କ କାହା ସ୍ବାର୍ଥରେ – ଭିଜିଲାନ୍ସ ତଦନ୍ତ ଦାବି _

ବିଜୁ ପଟ୍ଟନାୟକ ଗ୍ରାମିଣ ପାର୍କ କାହା ସ୍ବାର୍ଥରେ – ଭିଜିଲାନ୍ସ ତଦନ୍ତ ଦାବି _

0
WhatsApp Image 2024-11-18 at 5.10.26 PM

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚକାପାଦ ବ୍ଲକରେ ଏପରି ଏକ ଅଭାବନିୟ ଘଟଣା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ? ଚକାପାଦ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ପାଖରେ ବସ୍ତିଙ୍ଗିଆ ବିଜୁ ପଟ୍ଟନାୟକ ଗ୍ରାମିଣ ପାର୍କ ର ପାଚେରି କାର୍ଯ୍ୟ ସରିଛି ଆଜିଯାଏଁ ଫଳକ ନାହିଁ ସାଧାରଣ ରେ ଚର୍ଚ୍ଚା ହେଉଛି ଦୀର୍ଘ ବର୍ଷ ହେଲାଣି ଫଳକ ଲେଖା ହୋଇ ନାହିଁ କେବେ ଆରମ୍ଭ କେବେ ଶେଷ ତାରିଖ ଲେଖା ହୋଇ ନାହିଁ ବଡ଼ ବଡ ଅକ୍ଷରରେ ବସ୍ତିଙ୍ଗିଆ ବିଜୁ ପଟ୍ଟନାୟକ ଗ୍ରାମିଣ ପାର୍କ ଲେଖା ହୋଇଛି ପାର୍କ ଭିତରେ ପିଲା ମାନଙ୍କ ଖେଳନା ସାମଗ୍ରି ନାହିଁ ଏସବୁ ବଦଳରେ ପନିପରିବା ଚାଷ ହେଉଥିବା ଫୋଟ ଚିତ୍ର ଇ ପି ଏ ରେ ଏହି ପାର୍କ ରେ ଚାଷ ହେଲା କେମିତି କହି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏତେ ବଡ଼ ପାଚେରି ନିର୍ମାଣ ହେଲା ପର୍ଯ୍ୟନ୍ତ ପଟ୍ଟା ଜମି ଅଧିକାରି ଜାଣିପାରିଲେ ନାହିଁ ନତୁବା ଅଭିଯୋଗ କୁ ବ୍ଲକର ତତ୍କାଳୀନ ବି ଡି ଓ ଙ୍କ ଜ୍ଞାତ ହାରରେ କାର୍ଯ୍ୟକୁ ଆଗେଇ ନେଇଛନ୍ତି ଠିକାଦାର ଜଣକ ଏଠାରେ ସୂଚନା ଯୋଗ୍ୟ ଯେ ଆର ଆଇ କେମିତି ପଟ୍ଟା ଜମି ଚିହ୍ନଟ ପରେ ବି ଡି ଓ କାର୍ଯ୍ୟାଦେଶ ପ୍ରଦାନ କରିଥିବେ ତେବେ ଆଜିଯାଏ ଫଳକ ଲାଗି ନାହିଁ ସର୍ବ ଜନୀନ ହୋଇନାହିଁ `

PRAMOD NAYAK NKA REPORT

Leave a Reply

Your email address will not be published. Required fields are marked *