June 12, 2025
Home » ବ୍ରେନ ଟ୍ୟୁମର ପୀଡିତ ହେମନ୍ତ ସ୍ୱାଇଁ ଙ୍କୁ ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ

ବ୍ରେନ ଟ୍ୟୁମର ପୀଡିତ ହେମନ୍ତ ସ୍ୱାଇଁ ଙ୍କୁ ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ

0
WhatsApp Image 2024-09-13 at 7.14.00 AM

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତ ପଞ୍ଚାୟତ ର ବଣିତ ଗ୍ରାମର କୃପାସିନ୍ଧୁ ସ୍ୱାଇଁ ଙ୍କ ସାନ ପୁଅ ହେମନ୍ତେ ବ୍ରେନ ଟିୟୁମର ରୋଗରେ ପଡି ଏକ ଘରୋଇ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି, ହେନନ୍ତ ଙ୍କ ବୟସ ୫୨ବର୍ଷ ହେଇଥିବା ବେକେ ସେ ପରିବାର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଅଟନ୍ତି,, ସେ ବ୍ରେନ ଟିଉମର ରେ ପଡିବା ଯୋଗୁ ତାଙ୍କ ଝିଅ ଜୋଇଁ ମେଡିକାଲ ରେ ଅପରେସନ ପାଇଁ ଭର୍ତ୍ତି କରିଥିଲେ, ଡାକ୍ତର ମାନେ ସଫଳ ଅପରେସନ କରିଥିଲେ, ହେମନ୍ତ ଚେତା ଫେରି ପାଇଛନ୍ତି, ହେଲେ ସମ୍ବଳ ଅଭାବରୁ ଔଷପତ୍ର ଖର୍ଚ୍ଚ ତୁଲାଇ ପାରୁ ନାହାନ୍ତି ପରିବାର ର ଲୋକେ, ସରକାରୀ ସହାୟତା, ଓ ସ୍ବେଛାସେବୀ ସଂଗଠନ ର ସହାୟତା ଲୋଡି ଛନ୍ତି ପରିବାର ଲୋକେ, କୌଣସି ସ୍ବେଛାସେବୀ ଓ ସହୃଦୟ ବ୍ୟକ୍ତି ହେମନ୍ତ ର ଚିକିତ୍ସା ପାଇଁ ଅର୍ଥ ସହାୟତା କରିପାରନ୍ତେ ତେବେ ଏକ ଅସହାୟ ପରିବାର ର ପିତା ଆରୋଗ୍ୟ ହୋଇ ପାରନ୍ତା l
ତାଙ୍କ ଝିଅ ସାବୀର ଫୋନ ପେ ନମ୍ବର 8114654668,ରେ ଅର୍ଥ ରାଶି ପଠାଇ
ପାରିବେ,

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *