July 5, 2025
Home » ଭିଜିଲାନ୍ସ ତଦନ୍ତ ପାଇଁ ଅପେକ୍ଷା ରେ ବିରୋଧି ଦଳ

ଭିଜିଲାନ୍ସ ତଦନ୍ତ ପାଇଁ ଅପେକ୍ଷା ରେ ବିରୋଧି ଦଳ

0
WhatsApp Image 2024-11-26 at 5.22.53 PM

ଆମ ଓଡ଼ିଶା ନବୀନ ଓଡ଼ିଶା ଗୋଷ୍ଠୀ ଗୃହ ପଟ୍ଟା ଜମିରେ ନିର୍ମାଣ ହେଉଛି ଭିଜିଲାନ୍ସ ତଦନ୍ତ ପାଇଁ ଅପେକ୍ଷା ରେ ବିରୋଧି ଦଳ । କେଉଁ ନିୟମ ବଳରେ କାହା ଚାପରେ ବସବର୍ଥି ହୋଇ ପୂର୍ବତନ ଟିକାବାଲି ବି ଡି ଓ _ କାର୍ଯ୍ୟାଦେଶ ପ୍ରଦାନ କଲେ। ପୂର୍ବତନ ବି ଡି ଓ ରିଟାଡ ହେଲେ ଏବେ ଫୁଲବାଣୀ ରେ ର଼଼ହୁଥିବା ବେଳେ ପୁରୁଣା କାମର ବିଲପେଣ୍ଡିଙ୍ଗି ଥିବା କୁହାଯାଉଛି।କେବଳ ଆମ ଓଡ଼ିଶା ନବୀନ ଓଡ଼ିଶା ଗୋଷ୍ଠୀ ଗୃହ ନିର୍ମାଣ ଅନିୟମିତତା ଠାରୁ ବନ୍ଧ ଖୋଳା ରେ ବ୍ୟାପକ ଦୁର୍ନୀତି ଏବେ କଥା ରାଜରାସ୍ତାରେ ଟିକାବାଲି ବ୍ଲକ ସହକାରୀ ଯନ୍ତ୍ରୀ ଅଜଣା ଚାଉଳ ଖାଉଛନ୍ତି ବୋଲି କୁଜି ନେତା ମାନେ ଗୁଣଗାଉଛନ୍ତି।ବି ଜେ ପି ସରକାର କେଉଁ ନିୟମ ବଳରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।? ପଞ୍ଚାୟତ ରାଜ ବିଭାଗକୁ ଦିନ ଦ୍ବିପହରରେ ଲୁଟମାର କରି ନିଜନିଜ ମଧ୍ୟରେ ରାଧେ ରାଧେ ନୀତିରେ ଚାଲିଥିଲା। ଏବେ ଭିଜିଲାନ୍ସ ଭୟ । ୨୪ ବର୍ଷରେ ଟିକାବାଲି ବ୍ଲକ ସହକାରୀ ଯନ୍ତ୍ରୀ ଅତିକମରେ, ନିର୍ବାଚିତ ଲୋକ ପ୍ରତିନିଧି ଙ୍କ ଠାରୁ ଅଧିକ ତିନି ବର୍ଷରୁ ଅଧିକା ହେଲେଣୀ ହେଲେ କର୍ମଚାରୀ ଅଭାବ ନତୁବା ବି ଡି ଓ – ଚେୟାରମେନ ଙ୍କ ଠାରୁ ଉପରହାତଥିବା ସରକାରୀ ସହକାରୀ ଯନ୍ତ୍ରୀ ଙ୍କୁ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣ ରେ ଦୃଢ଼ ଦାବି ହେଉଛି । ଟିକାବାଲି ବ୍ଲକ ରେ କି ଗୁଣ ଖାଇବି ମୂଳରୁ ପାହାଚ ପାହାଚ ଆମ ଓଡ଼ିଶା ନବୀନ ଓଡ଼ିଶା ଗୋଷ୍ଠୀ ଗୃହ ପଟ୍ଟା ଜମିରେ ନିର୍ମାଣ କାର୍ଯ୍ୟ ଚାଲିଛି ପଟ୍ଟା`

Leave a Reply

Your email address will not be published. Required fields are marked *