September 14, 2024
Home » ଯକ୍ଷ୍ମା ରୋଗ ସଚେତନତା କାଜ୍ୟ କ୍ରମ ଅନୁଷ୍ଠିତ

ଯକ୍ଷ୍ମା ରୋଗ ସଚେତନତା କାଜ୍ୟ କ୍ରମ ଅନୁଷ୍ଠିତ

0

ତିର୍ତୋଲ: ତିର୍ତୋଲ ବଜ଼ାର ସ୍ଥିତି ୟୁନୋପୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଏକ ଜକ୍ଷ୍ମା ରୋଗ ର ସଚେତନତା କର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କ ଉସେଶ୍ୟରେ ଆୟୋଜନ କରାଯାଇ ଥିଲା, ଏହି ସଚେତନତା କାଯ୍ୟକ୍ରମ ରେ ସି ଏଚ ଓ ମଧୁ ସ୍ମିତା ସ୍ବାଇଁ ପରିଚୟ ପ୍ରଦାନ କରିଥିଲେ, ଏଥିରେ ଜିଲ୍ଲା ପିପି ଏମ ସି ଓ ମହମଦ ୱାଗାର ଅଲ୍ଲୀ ପ୍ରଧାନମନ୍ତ୍ରୀଙ୍କ ଜକ୍ଷ୍ମା ମୁକ୍ତ ଯୋଜନା ସମ୍ପର୍କରେ କରିବା ସହିତ ଏହି ରୋଗର କାରଣ, ଲଖ୍ୟଣ, ନିରାକରଣ ଓ ଭୟା ଵହତା, କୁସଂସ୍କାର ଉପରେ ବିସ୍ତୃତ ଆଲୋଚନା କରି ଥିଲେ

,
ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବରିଷ୍ଠ ଚିକିତ୍ସା ପରିଦର୍ଶକ ପ୍ରଶାନ୍ତ କୁମାର ସାହୁ ଜକ୍ଷ୍ମା ରୋଗର ପକାର ଭେଦ DOT ପଦ୍ଧତି ରେ ଔଷଧ ସେବନ ନିଖ୍ୟା ପ୍ରଶାର ଯୋଜନା ମାଧ୍ୟମରେ ପ୍ରତେକ ଯକ୍ଷ୍ମା ରୋଗୀଙ୍କୁ 500/-ଟଙ୍କା , ପୃଷ୍ଟିକର ଖାଦ୍ୟ ଖାଇବା ନିମନ୍ତେ ଦେବା ଏବଂ ମାଗଣା ଔଷଧ,ଲବ୍ରୋ ଟୋରିରେ ଉର୍ନତ ମାନର ମେସିନି ସାହାଯ୍ୟରେ ପରୀକ୍ଷା କରା ଯାଇଥାଏ ବୋଲି ବୁଝାଇ ଥିଲେ, I ଜକ୍ଷ୍ମା ରୋଗ ବିଜେତା ମନୋରଞ୍ଜନ ସାହୁ ନିଜର ଅନୁଭୁତି ବଖାଣି ଥିଲେ,DOT ପ୍ରଣାଳୀ ରେ ଚିକିତ୍ସା ଏହି ରୋଗ
କବଲରୁ ମୁକ୍ତି ଦେଇଥାଏ ବୋଲି କହିଥିଲେ, l ଏହି କାର୍ଯ୍ୟ କର୍ମରେ ବିଦ୍ୟାଳୟ ର ଅଧକ୍ଷ ଏସ. କେ. ମହାନ୍ତି, ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରି ଥିଲେ I

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *