October 21, 2026
Home » ରାଇରଙ୍ଗପୁର କଲେଜରେ ଏବିଭିପି ପକ୍ଷରୁ ବାଜିମାତ୍

ରାଇରଙ୍ଗପୁର କଲେଜରେ ଏବିଭିପି ପକ୍ଷରୁ ବାଜିମାତ୍

0
WhatsApp Image 2026-10-17 at 7.03.40 PM

 

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ର ଦ୍ବିତୀୟ ବୁହତ୍ତମ ସହରରେ ରାଇରଙ୍ଗପୁର ସହରରେ ଥିବା ପୁରୁଣାଘାଟୀସ୍ଥିତ ରାଇରଙ୍ଗପୁର ମହାବିଦ୍ଯାଳୟରେ ଅଖିଳ ଭାରତୀୟ ବିଦ୍ଯାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବାଜିମାତ୍ କରିଛନ୍ତି l ଏଥିରେ ସଭାପତି ଇପସିତ କୁମାର ମହାନ୍ତ, ଉପସଭାପତି ମନିଷା ପୂର୍ତ୍ତୀ, ସମ୍ପାଦକ ଧନଞ୍ଜୟ ଦଳେଇ, ଯୁଗ୍ମ ସମ୍ପାଦକ ଦୀପକ ମାଝୀ, ନାଟ୍ଯ ସମ୍ପାଦକ ଦେବାଶିଷ ଆଚାର୍ଯ୍ଯ, ସହ ନାଟ୍ଯ ସମ୍ପାଦକ ଲକ୍ଷ୍ମୀ ନାଏକ, କ୍ରୀଡା ସମ୍ପାଦକ ଆକାଶ ନାଏକ, ନାଟ୍ଯ ଯୁଗ୍ମ ସମ୍ପାଦକ ଶ୍ରୀମତୀ ବୁଲିଉଲି, ବାଳିକାମାନଙ୍କ କମନରୁମ ଛବିନା ଗିରି, ବାଳକମାନଙ୍କ କମନରୁମ ଚନ୍ଦନ ସିଂକୁ, ଡିଏସଏ ସମ୍ପାଦକ ଖୁସି ଗିରି, ସହ ଡିଏସଏ ସମ୍ପାଦକ ମୌସୁମୀ ଚମ୍ପା ଟୁଡୁ, ବିଜ୍ଞାନ ସୋସାଇଟି ସମ୍ପାଦକ ପାର୍ବତୀ ମାଝୀ, ଆର୍ଟସ ରିପ୍ରେଜେଟେଟିଭ ଆଶିଷ ମହାନ୍ତ ଓ କର୍ମସ ରିପ୍ରେଜେଟେଟିଭ ତ୍ରିଶା ରାମ ପ୍ରାର୍ଥୀ ଜୟଜୁକ୍ତ ହୋଇଛନ୍ତି l ଏଭିପିପି ଛାତ୍ରଛାତ୍ରୀମାନେ ଖୁସି କହିଲେ ନ ସରେ l ସେମାନେ କଲେଜର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ଜୋର ଦେଇ କହିଛନ୍ତି l

 

nigamananda pattanayak report

Leave a Reply

Your email address will not be published. Required fields are marked *