May 15, 2025
Home » ରେଡ଼କ୍ରସ କାଉନସେଲର ଶ୍ରୀ ବନମାଳୀ ମେହେରଙ୍କୁ ରାଜ୍ୟସ୍ତରୀୟ ବ୍ଲଡ଼ ହିରୋ ଆୱାର୍ଡରେ ସମ୍ବର୍ଦ୍ଧିତ

ରେଡ଼କ୍ରସ କାଉନସେଲର ଶ୍ରୀ ବନମାଳୀ ମେହେରଙ୍କୁ ରାଜ୍ୟସ୍ତରୀୟ ବ୍ଲଡ଼ ହିରୋ ଆୱାର୍ଡରେ ସମ୍ବର୍ଦ୍ଧିତ

0
WhatsApp Image 2024-10-01 at 2.34.33 PM

ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାତା ଦିବସ ଅବସରରେ ଜିଲ୍ଲା ଓ ଜିଲ୍ଲା ବାହାରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଶ୍ରୀ ନବକିଶୋର ଦୀପ ଓ କଣ୍ଟାମାଳ ହାଇସ୍କୁଲ ରେଡ଼କ୍ରସ କାଉନସେଲର ଶ୍ରୀ ବନମାଳୀ ମେହେରଙ୍କୁ ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟସ୍ତରୀୟ ବ୍ଲଡ଼ ହିରୋ ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଛି l ଆୟୋଜିତ ଉତ୍ସବରେ ବିଭୁତି ଭୁଷଣ ପଟ୍ଟନାୟକ, ଅବୈତନିକ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡେପୁଟି କମିଶନର ଲଲାଟେନ୍ଦୁ ମହାନ୍ତି,ସମ୍ମାନିତ ଅତିଥି ଭାବେ ଡ. ଦେବୀପ୍ରସାଦ ମିଶ୍ର,ଡ.ଗିରିଜା ନନ୍ଦନ କାନୁନଗୋ,ଡ. ସନ୍ତୋଷ ମିଶ୍ର, ଡ.ରମେଶ ଚନ୍ଦ୍ର ବେହେରା, ଲଷ୍ମଣ ସ୍ୱାଇଁ ମଞ୍ଚାସୀନ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *

You may have missed