August 5, 2026
Home » ଲାଇଫ ଲାଇନ କ୍ଲବ ଆନୁକୂଲ୍ୟରେ ବନ୍ଧୁତା ଦିବସ ପାଳିତ

ଲାଇଫ ଲାଇନ କ୍ଲବ ଆନୁକୂଲ୍ୟରେ ବନ୍ଧୁତା ଦିବସ ପାଳିତ

0
WhatsApp Image 2026-08-04 at 6.51.49 PM
ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ  “ଲାଇଫ ଲାଇନ” କ୍ଲବ ଆନୁକୂଲ୍ୟରେ ବନ୍ଧୁତା ଦିବସ ପାଳିତ  ହୋଇଯାଇଛି । ଏହି ଦିବସ ଅବସରରେ ବନ୍ଧୁ ମିଳନ ଉତ୍ସବ ଓ ସଙ୍ଗୀତ ପରିବେଷଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀ ସିଦ୍ଧାର୍ଥ ମିଶ୍ର, ଯଶୋବନ୍ତ ପଟ୍ଟନାୟକ ଏବଂ ଅନନ୍ତ ବାସୁଦେବ ମିଶ୍ର ବନ୍ଧୁତା ବିଷୟରେ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ କ୍ଲବର  ସଭାପତିଙ୍କ ସମେତ  ଅନ୍ୟ ବରିଷ୍ଠ ଏବଂ କନିଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହି କଳାକାରମାନଙ୍କୁ          ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *