November 19, 2025
Home » ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ସେବା ନୃତ୍ୟ କଳା କେନ୍ଦ୍ର ପକ୍ଷରୁ ଏକ ସାଙ୍ଗଠନିକ ଭାବେ ଶ୍ରୀ ହରି ଙ୍କ ପ୍ରଚାର ଦିଗରେ ଶ୍ରୀ ସିଂହାଚଳମ୍ ପରିଦର୍ଶନ ।।

ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ସେବା ନୃତ୍ୟ କଳା କେନ୍ଦ୍ର ପକ୍ଷରୁ ଏକ ସାଙ୍ଗଠନିକ ଭାବେ ଶ୍ରୀ ହରି ଙ୍କ ପ୍ରଚାର ଦିଗରେ ଶ୍ରୀ ସିଂହାଚଳମ୍ ପରିଦର୍ଶନ ।।

0
WhatsApp Image 2024-11-16 at 8.45.35 PM

ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ସେବା ନୃତ୍ୟ କଳା କେନ୍ଦ୍ର ଛତ୍ରପୁର ର ଏହି ଆଧ୍ୟାତ୍ମିକ ଭକ୍ତିବାଦ ସଂଗଠନ ପକ୍ଷରୁ କାର୍ତ୍ତିକ ମାସ ବ୍ୟାପୀ ଶ୍ରୀ ସିଂହାଚଳମ୍ କ୍ଷେତ୍ର ପରିଦର୍ଶନ ନିମନ୍ତେ ଲକ୍ଷ୍ମନୃସିଂହ ଙ୍କ ନାମ ଗାନ କରି ଏଵଂ ସଂକୀର୍ତ୍ତନ ଢୋଲ ଝାଞ୍ଜ ବଯାଇ ଭକ୍ତିମୟ ପରିବେଶ ମଧ୍ୟରେ ଗୁଞ୍ଜରିତ ହୋଇଥିବା ଦେଖିବାକୁ ମିଳିଛି । ଏକ ସାଙ୍ଗଠନିକ ଭାବେ ଶ୍ରୀ ହରି ଙ୍କ ପ୍ରଚାର ଦିଗରେ ଶ୍ରୀ ସିଂହାଚଳମ୍ ପହଞ୍ଚି ଶ୍ରୀ ହରିଙ୍କ ଦର୍ଶନ କରିଥିବା ବେଳେ ଛତ୍ରପୁର ଭାଗବତ ଗାଦିରେ ପବିତ୍ର ରାସ ପୂର୍ଣ୍ଣିମା ଅବସରେ ଏହି ସଂକୀର୍ତ୍ତନ ପାରିସମାପ୍ତି ହୋଇଛି ।।

chatrapur ru muna behera nka report

Leave a Reply

Your email address will not be published. Required fields are marked *