ସଂକଳ୍ପ ବିଦ୍ୟାଳୟ ପରିସରରେ କ୍ୟାରିୟର ମେଳା ଅନୁଷ୍ଠିତ
ସଂକଳ୍ପ ସିନିୟର ସେକେଣ୍ଡାରୀ ସ୍କୁଲ ପରିସରରେ ଭୁବନେଶ୍ୱର ସ୍ଥିତ କ୍ୟାରିୟର ମ୍ୟାପ ଅନୁଷ୍ଠାନର ମିଳିତ ସହ ସହଯୋଗରେ କ୍ୟାରିୟର ମେଳା 1.0 ର ଭଦଘାଟନୀ ଉତ୍ସବକୁ ସଫଳତାର ସହ ଆୟୋଜିତ କରଯାଇଥିଲା, ଯାହାକି ବ୍ରହ୍ମପୁର ବିଦ୍ୟାଳୟ ସ୍ତରରେ ପ୍ରଥମ ଘଟଣା । ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବୃତ୍ତି ସୁଯୋଗ ଉପରେ ଅମୂଲ୍ୟ ଜ୍ଞାନ ଏବଂ ମାର୍ଗଦର୍ଶନ ଯୋଗାଇବା ପାଇଁ ଏହି କାର୍ଯ୍ୟକ୍ରମ ଆ ଆୟୋଜିତ ହୋଇଥିଲା । ।
ସଂକଳ୍ପ ବିଦ୍ୟାଳୟର ୯ ରୁ ୧୨ ଶ୍ରେଣୀର ପ୍ରାୟ ୫00 ଛାତ୍ର ଛାତ୍ରୀ ସେମାନଙ୍କ ପିତାମାତାଙ୍କ ସହିତ ଏହି ମେଳାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନ୍ୟ ବିଦ୍ୟାଳୟର ପ୍ରାୟ ୩00 ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ତଥା ପ୍ରଧାନ ଶିକ୍ଷକ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ବାସ୍ତବରେ ଏହା ଏକ ସହଯୋଗୀ ପ୍ରୟାସରେ ପରିଣତ ହୋଇଥିଲା |
ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ସହ ଜଡିତ ପ୍ରଶ୍ନ ଓ ଅନୁସନ୍ଧାନକୁ ଭୁବନେ ଭୁବନେଶ୍ଵରର ଜଣେ ବିଶେଷଜ୍ଞ ମାଷ୍ଟର ଓ କ୍ୟାରିୟ ମ୍ୟାପର ନିର୍ଦ୍ଦେଶକ ତଥା ପରାମର୍ଶଦାତା ଶ୍ରୀ ଯଶୋ ଶାବନ୍ତ ନାରାୟଣ ସିଙ୍ଘଲାଲ ଯୋଗ ଦେଇ ପ୍ରାଞ୍ଜଳ ଓ ବୋଧଗମ୍ୟ ହେଲା ଭଳି ବୁଝାଇ ଥିଲେ । ସେ ଓ ଓ ତାଙ୍କ ଟିମ ସହାୟତାରେ ଛାତ୍ର ଛାତ୍ରୀ ମାନକ୍ ନଙ୍କୁ ବିଭିନ୍ନ ଷ୍ଟ୍ରିମ୍ ମଧ୍ୟରେ ବ୍ୟାପିଥୁବା ୪୫ କ୍ୟାରିଅର୍ ପସନ୍ଦ ଉପ ପ୍ରଦାନ କରି ଥିଲେ, ଛାତ୍ରମାନଙ୍କୁ ବିଭିନ୍ନ କ୍ୟାରିୟର ପଥ ଅନୁସନ୍ଧାନ କରିବାରେ ଏବଂ ଭବିଷ୍ଯ ଷ୍ୟତ ବିଷୟରେ ସୂଚନାପୂର୍ଣ୍ଣ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥିଲେ |
ଶ୍ରୀ ଦେବନ୍ଦ୍ର ବେହେରା (ଓଇଏସ), ବ୍ଲକ ଶିକ୍ଷା ଅଧ୍କାରୀ (ବିଇଓ), ରଙ୍ଗେଇଲୁଣ୍ଡ ମୁଖ୍ୟ ଅତିଥ୍ ଭାବରେ ଏହି ଉତ୍ସବରେ ଯୋଗଦେଇ କ୍ୟାରିୟର ମେଳାର ଉଦଘାଟନ କରିଥିଲେ । ଏହି ସ୍କୁଲର ପ୍ରିନ୍ସିପାଲ ଶ୍ରୀ ପ୍ରଦୀପ୍ତ କିଶୋର ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଥିଲେ । ଉଦ୍ଘାଟନୀ ସମାରୋହରେ ଅଧ୍ୟକ୍ଷ ଶ୍ରୀ ଇ.ଟି. ରାଓ, ନିର୍ଦ୍ଦେଶକ ଶ୍ରୀ ସାର୍ଥକ, SMCରେ ସଦସ୍ୟବୃ ଜିଲ୍ଲାର ବିଭିନ୍ନ ବିଦ୍ୟା ବିଦ୍ୟାଳୟର ପ୍ରଧାନଶିକ୍ଷକବୃନ୍ଦ ଯଥା କେ.ଭି ପବ୍ଲିକ ସ୍କୁଲର ସ୍କୁଲର ପ୍ରିନ୍ସିପାଲ ଶିବଶଙ୍କର ଦାସ, କେସି ପବ୍ଲିକ ସ୍କୁଲ୍ ର ପ୍ରିନ୍ସ ପାଲ୍ ଶ୍ରୀ ଅଶୋକ କୁମାର ମିଶ୍ର ଯୋଗ ଦେଇ ଏହି ଉତ୍ସବକୁ ସଫଲ୍ୟ ମଣ୍ଡନ କରି ଥିଲେ।