October 23, 2025
Home » ଅତିରିକ୍ତ ସଚିବ ଡ଼ ପ୍ରମୋଦ କୁମାର ମେହେର୍ଦା ଙ୍କ ୨ ଦିନିଆ କନ୍ଧମାଳ ପରିଦର୍ଶନ

ଅତିରିକ୍ତ ସଚିବ ଡ଼ ପ୍ରମୋଦ କୁମାର ମେହେର୍ଦା ଙ୍କ ୨ ଦିନିଆ କନ୍ଧମାଳ ପରିଦର୍ଶନ

0
WhatsApp Image 2025-10-18 at 10.17.13 AM

୨ ଦିନିଆ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀ ସଦର ମହକୁମା ରେ ଭାରତ ସରକାର ଙ୍କ ନୀତି ଆୟୋଗ ର ଅତିରିକ୍ତ ସଚିବ ପ୍ରମୋଦ କୁମାର ମେହେର୍ଦା ଜିଲ୍ଲା ପାଳ କାର୍ଯ୍ୟାଳୟ ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଥିଲେ!! ଡ଼ ମେହେର୍ଦା କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ,ସିଡ଼ି ଓ, ଇ ଓ, କନ୍ଧମାଳ ଜିଲ୍ଲା ପରିଷଦ, ପି ଏ ଆଇଟି ଡ଼ି ଏ ଗଦାଧର ପାତ୍ର, ସି ଡ଼ି ଏମ ଓ ସନ୍ତୋଷ କୁମାର ପାଢ଼ୀ ସମେତ ଲାଇନ ଡ଼ିପାର୍ଟମେଣ୍ଟ ର ଅଫିସର ସହ କ୍ଷେତ୍ର ପରିଦର୍ଶନ କରିଥିଲେ!

ଫୁଲବାଣୀର ଆଇଟି ଆଇ ସ୍ଥିତ ସ୍କିଲ ଡେଭଲପ ମେଣ୍ଟ ସମ୍ପ୍ରସାରଣ କେନ୍ଦ୍ର,, କନ୍ଧମାଳ ଫ୍ରେସ,ଇ ଲାଇବରାରୀ, ç, ସିଭିଲ ସର୍ଭିସ କୋଚିଂ ସେଣ୍ଟରମେଡିକାଲ କଲେଜ,, ଜୟ ହନୁମାନ ପ୍ରଡୁସର ଗ୍ରୁପ, ଫିରିଙ୍ଗିଆ,, ମାସରୀପଡା ଅଙ୍ଗନବାର୍ଡି କେନ୍ଦ୍ର ପରିଦର୍ଶନ କରିଥିଲେ! ସି ଡ଼ି ପି ଓ ନିବେଦିତା ପ୍ରଧାନ ଓ ଶିଶୁ ପର୍ଯ୍ୟବେକ୍ଷିକା ମାନେ ଡ଼ ମେହେର୍ଦା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାମ୍ପନ କରି ଚାଲୁଥିବା ବିଭିନ୍ ଆକ୍ଟିଭିଟିଜ ସମ୍ପର୍କରେ ଅବଗତ କରାଇଥିଲେ! ଶେଷରେ ପବିଙ୍ଗିଆ ପରିଦର୍ଶନ କରି ନୀତି ଆୟୋଗ ରଅତିରିକ୍ତ ଶଚିବ, (କୃଷି ଓ ଚାଷୀ ଉନ୍ନୟନ ) ଡ଼ ପ୍ରମୋଦ କୁମାର ମେହେର୍ଦା ଜିଲ୍ଲା ବରିଷ୍ଠ ଅଫିସର ଙ୍କ ସହ ଆଲୋଚନା କରିଥିଲେ! ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ନାଏ କ ଉପସ୍ଥିତ ରହି ଥିଲେ!

Leave a Reply

Your email address will not be published. Required fields are marked *