May 20, 2026
Home » ଛତ୍ରପୁର: ସୁନ୍ଦରପୁର ଗ୍ରାମରେ ବିଜେପି ର ମିଶ୍ରଣ ପର୍ବ !

ଛତ୍ରପୁର: ସୁନ୍ଦରପୁର ଗ୍ରାମରେ ବିଜେପି ର ମିଶ୍ରଣ ପର୍ବ !

0
WhatsApp Image 2026-05-19 at 2.52.50 PM

ଛତ୍ରପୁର: ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ବିଜେପି ର ଏକ ଜବରଦସ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଶତାଧିକ ବିଜେଡି କର୍ମୀ ଓ ନେତାମାନେ ବିଜେଡି ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଆଦର୍ଶ ଚିନ୍ତାଧାରା ସହ ଜଡ଼ିତ ହୋଇ ଆଗମୀ ପଞ୍ଚାୟତ ନିର୍ବାଚନ ପାଇଁ ଜୋର୍ ଦାର୍ ବିଜେପି ପାଇଁ ସମ୍ମାନର ସହ କାର୍ଯ୍ୟକରିବେ ବୋଲି କର୍ମୀ ଓ ନେତାମାନେ ମତ ପୋଷଣ କରିଛନ୍ତି ।।

 

muna behera nka report

Leave a Reply

Your email address will not be published. Required fields are marked *