December 21, 2025
Home » ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ “ମାଲ୍ୟବନ୍ତ ମହୋତ୍ସବ-୨୦୨୫” ସ୍ଥଗିତ …

ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ “ମାଲ୍ୟବନ୍ତ ମହୋତ୍ସବ-୨୦୨୫” ସ୍ଥଗିତ …

0
WhatsApp Image 2025-12-11 at 11.49.58 PM

ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ୧୪ ରୁ ୧୮ ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ହେବାକୁ ଥିବା ଚଳିତ ବର୍ଷ “ମାଲ୍ୟବନ୍ତ ମହୋତ୍ସବ -୨୦୨୫” କୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସ୍ଥଗିତ ରଖାଯାଇଛି। ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା. ୪୦) ୧/୨୦୨୫ ତାରିଖ, ୧୧ /୧୨/୨୦୨୫ ଅନୁଯାୟୀ “ମାଲ୍ୟବନ୍ତ ମହୋତ୍ସବ–୨୦୨୫” ସ୍ଥଗିତ ହେବା ସକାଶେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି। ଏଣୁ,ଚଳିତ ବର୍ଷ “ମାଲ୍ୟବନ୍ତ ମହୋତ୍ସବ –୨୦୨୫″ କୁ ଜାନୁଆରୀ, ୨୦୨୬ ରେ ଆୟୋଜନ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ସମ୍ପର୍କିତ ସବିଶେଷ ବିବରଣୀ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଦାନ କରାଯିବ ବୋଲି ଜଣାପଡିଛି।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *