September 9, 2026
Home » ଟିକାବାଲି ବିଦ୍ୟୁତ ସେକ୍ସନ ରେ ଉପଭୋକ୍ତା ଙ୍କୁ ସତର୍କତା ଘଣ୍ଟି

ଟିକାବାଲି ବିଦ୍ୟୁତ ସେକ୍ସନ ରେ ଉପଭୋକ୍ତା ଙ୍କୁ ସତର୍କତା ଘଣ୍ଟି

0
WhatsApp Image 2026-08-19 at 11.42.59 AM

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଟିକାବାଲି ବିଦ୍ୟୁତ ସେକ୍ସନ ରେ ନୂତନ ବିଦ୍ୟୁତ କଲେକ୍ସନ ” ସଯୋଗୀକରଣ ପାଇଁ ଡେମୋଷ୍ଟ୍ରି କାଟାଗୋରି ଉପଭୋକ୍ତା ପାଇଁ ଦରଦାମ ନିୟନ୍ତ୍ରଣ ,କେତେ ଭୋଲ୍ଟର କୁ କେତେ ଟଙ୍କା ବାନ୍ଧିବାକୁ ପଡୁଛି,-0.5 KW Rs.-1874.00,1.5 .KW.-Rs-2162.00,1.5. KW.Rs-2540.00,2.KW.-Rs.-2879.00,2.5.KW.Rs-4257.00,3KW.Rs-4627.00,3KW.Rs-5078.00,ଏହା ଠାରୁ ଅଧିକା ଟଙ୍କା ମାଗିଲେ ଅଧିକା ବିବରଣୀ ପ୍ରଶ୍ନ ଜାଣିବାପାଇଁ ଟିକାବାଲି ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ କିମ୍ବା ଅନଲାଇନ୍ ସର୍ଭିସରେ”ମୋ ବିଦ୍ୟୁତ “ପୋର୍ଟାଲ କୁ ଯାଇ ନୂତନ ବିଦ୍ୟୁତ ସଂଯୋଗ ପାଇଁ ସମସ୍ତ ତଥ୍ୟ ଜାଣିବା ସହ ଧାର୍ଯ୍ୟ ଦର ଠାରୁ ଅଧିକା ଅଧିକା ଦିଅନ୍ତୁ ନାହିଁ

ଜନସାଧାରଣ ଙ୍କ ପାଇଁ ସତର୍କ ଘଣ୍ଟି।

 

ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *