September 18, 2026
Home » ଡାକ୍ତର ସଞ୍ଜୀବ ଭାଇଙ୍କ ପ୍ରବଚନ

ଡାକ୍ତର ସଞ୍ଜୀବ ଭାଇଙ୍କ ପ୍ରବଚନ

0
WhatsApp Image 2026-09-18 at 6.32.30 PM

 

ଭୁବନେଶ୍ବର:- ପୋଖରୀପୁଟ ଅନନ୍ତ ବିହାର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଦ୍ୟାଳୟ ସେବାକେନ୍ଦ୍ର ପକ୍ଷରୁ ବ୍ରହ୍ମାକୁମାରୀ ଅର୍ପିତାଙ୍କ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମା କୁମାରୀ ପ୍ରେରଣା ଅତିଥି ପରିଚୟ ପ୍ରଦାନ କରିଥିଲେ l ମାଉଣ୍ଟ ଆବୁ ମଧୁବନରୁ ଆସିଥିବା ଡାକ୍ତର ସଞ୍ଜୀବ ଭାଇ ଜୀବନକୁ ସାର୍ଥକ କରିବାକୁ ହେଲେ ସତ୍ଚିନ୍ତନ ଓ ରାଜଯୋଗର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଦେବ ପ୍ରସାଦ, ବି.କେ.ଭବାନୀ,ହରି ଶଙ୍କର, ନିର୍ମଳ, ରମାନାଥ ,ଡଃ ମହେନ୍ଦ୍ର ସମେତ ବହୁ ଭାଇ ଭଉଣୀ ଉପସ୍ଥିତ ଥିଲେ l ଶେଷରେ ବ୍ରହ୍ମା କୁମାର ସିନୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *