February 11, 2026
Home » ତିର୍ତୋଲ ସିଡିପିଓ ଅଫିସି ର ପାଦ ପ୍ରଖ୍ୟାଳନ ଯୋଜନା

ତିର୍ତୋଲ ସିଡିପିଓ ଅଫିସି ର ପାଦ ପ୍ରଖ୍ୟାଳନ ଯୋଜନା

0
WhatsApp Image 2024-09-27 at 9.41.32 AM

ତିର୍ତୋଲ ବ୍ଲକ ରେ ପ୍ରତି ପଞ୍ଚାୟତ ରେ ଅନେକ ଉର୍ନତି ମୂଳକ ଯୋଜନା କରାଯାଇ କୋଟି କୋଟି ଟଙ୍କା ବେୟ କରାଯାଇଛି ଯନ୍ତ୍ରୀ ମାନେ ବିଡ଼ିଓ ଚେୟାରମାନ ନାମରେ ଦଶ ପରସେଣ୍ଟ ପି. ସି ନେଇ ମାଲେ ମାଲ ହେଉଥିବା ବେଳେ ତିର୍ତୋଲ ବ୍ଲକ ସିଡିପିଓ ଓ ମିଶନ ଶକ୍ତି କାର୍ଯ୍ୟାଳୟ ପାଇଁ କରକାଇଥିବା ପାଦ ପ୍ରଖ୍ୟାଳନ ଯୋଜନା ଟି ବିନମୂଲ୍ୟରେ ହେଇଥିବା ଦେଖା ଯାଇଛି, ବ୍ଲକ ମୁଖ୍ୟ ରାସ୍ତା ପାଖରୁ ସିଡିପିଓ ଅଫିସି ପର୍ଯ୍ୟନ୍ତ ୧୦୦ମିଟର ରାସ୍ତା ରେ ବର୍ଷା ପାଣି ଜମି ପାଦ ପ୍ରଖ୍ୟାଲନ ର ପ୍ରାକୃତିକ ଵେବସ୍ତା ହେଇଛି, ଯେହେତୁ ମିଶନ ଶକ୍ତି ଓ ସିଡିପିଓ କାର୍ଯ୍ୟାଳୟକୁ ପ୍ରତିଦିନ ବହୁ ଲଷ୍ମୀ ମାତା ଯିବା ଆସିବା କରୁଛନ୍ତି ସେମାନଙ୍କ ଅଳତା ଲଗା ପାଦକୁ ପରିଷ୍କାର ରଖିବା ଲାଗି ଏହି  ପ୍ରାକୃତିକ ଯୋଜନା କରାଯାଇଛି, ଫଳରେ ଗ୍ରାମାଞ୍ଚଳ ରୁ ଆସୁ ଥିବା ଲଷ୍ମୀ ମା ମାନେ ସେମାନ ଙ୍କ କାଯ୍ୟାଳୟ କୁ ଶୁଦ୍ଧ ପ୍ରବେଶ କରି ପାରିବେ , ଉକ୍ତ ଯୋଜନା ଟି ପାଇଁ ଖୋଦ ସିଡିପିଓ, ମିଶନ ଶକ୍ତି ମାଡାମ ଆଦି ମହିଳା ତିର୍ତୋଲ ବ୍ଲକ ଅଧକ୍ଷ ଙ୍କୁ ଧନ୍ୟବାଦ କରୁଛନ୍ତି ।

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *