February 10, 2026
Home » ଦୀପାବଳୀ ପାଇଁ ଦୁଇ ଦିନିଆ ଛୁଟି

ଦୀପାବଳୀ ପାଇଁ ଦୁଇ ଦିନିଆ ଛୁଟି

0
WhatsApp Image 2025-10-18 at 5.33.12 PM

ଦୀପାବଳୀ ପାଳନକୁ କେନ୍ଦ୍ରକରି ରାଜ୍ୟରେ ଦ୍ୱନ୍ଦ ଦେଖାଦେଇଛି। ତେବେ ରାଜ୍ୟ ସରକାର ନୂଆପଡା ବ୍ୟତୀତ ୨୦ ଓ ୨୧ ତାରିଖ ଦୁଇଦିନ ଛୁଟି ଘୋଷଣା କରିଛନ୍ତି। ୨୦ ତାରିଖ ଅତିରିକ୍ତ ଛୁଟି ଦିଆଯିବା ସହିତ ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ ମାତ୍ର ସମସ୍ତ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କିଙ୍ଗ ସଂସ୍ଥା କାର୍ଯ୍ୟ କରିବ। ଅତିରିକ୍ତ ଛୁଟିକୁ ଆସନ୍ତା ୨୫ ଅକ୍ଟୋବରରେ କାର୍ଯ୍ୟଦିବସ ଘୋଷଣା କରାଯାଇ ସେଦିନ ଚତୁର୍ଥ ଶନିବାର ହୋଇଥିଲେ ମଧ୍ୟ ସରକାରୀ ଅଫିସ ଦପ୍ତର ଖୋଲା ରହିବ। ଅନ୍ୟପକ୍ଷରେ ଦୀପାବଳୀ ପାଳନ କେବଳ ରାତି ୯ଟା ପରେ ଏଥର ବାଣ ଫୁଟାଇବାକୁ ବାରଣ କରାଯାଇଛି। ୭ ରୁ ୯ଟା ଦୁଇଘଣ୍ଟା ପାଇଁ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଥିବାବେଳେ ପ୍ରଦ୍ୟୁଷଣକାରୀ ଲୋକାଲ ବାଣ ଅଥବା ନିର୍ଦ୍ଧିଷ୍ଟ ସମୟ ଅବଧି ପରେ ଫୁଟାଇଲେ ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସତର୍କ କରାଇଦିଆଯାଇଛି।

Leave a Reply

Your email address will not be published. Required fields are marked *