ଦେଓଗଡ ଜିଲ୍ଲା ଡ୍ରାଇଭର ସଙ୍ଗ ସଭାପତି ଆଦିତ୍ୟ ପ୍ରସାଦ ବେହେରା ଗିରଫ।

ଡ୍ରାଇଭର ସଙ୍ଗ ସଭାପତି ଆଦିତ୍ୟ ପ୍ରସାଦ ବେହେରା ଦେଓଗଡ ଟାଉନ୍ ପୋଲିସ ଗିରଫ କରିଥିବା SDPO ସରୋଜ ପାତ୍ର ସୂଚନା ଦେଇଛନ୍ତି। ଦୀର୍ଘ ପାଞ୍ଚ ଦିନ ହେବ ସାରା ରାଜ୍ୟରେ ଡ୍ରାଇଭର ସଙ୍ଗ ତତଫରୁ ଆନ୍ଦୋଳନ ଚାଲିଥିବାବେଳେ ଜନ ସାଧାରଣ ଅନେକ ସମସ୍ୱା ହେଉଥିବା ବେଳେ ସଧାରଣ ଲୋକଙ୍କ ପ୍ରତିଦିନ ସାମଗ୍ରୀ ପହଞ୍ଚିବା ପାଇଁ ଅନେକ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି।
ତେଣୁ କିଛି ଡ୍ରାଇଭର ସଙ୍ଗ ର ସଦସ୍ଵ ବୃନ୍ଦ ମାନେ ଦାଇ ବୋଲି ଜଣାପଡୁ ଥିବାରୁ ବାଧ୍ୟ ହୋଇ ଗିରଫ କରିଥିବା ଜଣାପଡ଼ିଛି। ଦେଓଗଡ ଟାଉନ୍ sdpo ଙ୍କ କହିବା କଥା ଡ୍ରାଇଭର ସଙ୍ଗ ସଭାପତି ଆଦିତ୍ୟ ପ୍ରସାଦ ବେହେରା ପୋଲିସ ଙ୍କ ହିପାଜରେ ଥିବା ପ୍ରତିକ୍ରିୟା ରଖିଥିଲେ।
ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୁଜ।