November 12, 2025
Home » ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରା, ୮ ଦିନ ଧରି ଚାଲିବ

ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରା, ୮ ଦିନ ଧରି ଚାଲିବ

0
WhatsApp Image 2025-09-12 at 1.26.33 PM

 

କଟକ: ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରା। ୫ ରୁ ୧୨ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ବାଲିଯାତ୍ରା। କେବଳ ଗଡଗଡିଆ ସମ୍ମୁଖ ତଳ ପଡ଼ିଆରେ ହେବ ବାଲିଯାତ୍ରା।ଉପର ପଡ଼ିଆ ବାଲିଯାତ୍ରା ହେବ ନାହିଁ। ଉପର ପଡିଆରେ ଗାଡି ପାର୍କିଂ ହେବ। ତଳ ପଡ଼ିଆର ୬୦ ଏକର ଜାଗା ବାଲିଯାତ୍ରା ହେବ। ଅନଲାଇନ ମାଧ୍ୟମରେ ପ୍ଲଟ ବୁକିଂ କରାଯିବ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *