October 23, 2026
Home » ପଣ୍ଡିତ ଜବାହରଲାଲ ଟ୍ରଷ୍ଟ ପକ୍ଷରୁ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଣ୍ଡିତ ଜବାହରଲାଲ ଟ୍ରଷ୍ଟ ପକ୍ଷରୁ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-10-23 at 3.13.51 PM

 

ପାରାଦ୍ୱୀପ- ପାରାଦ୍ୱୀପର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ପଣ୍ଡିତ ଜବାହରଲାଲ ନେହେରୁ ଟ୍ରଷ୍ଟ ପକ୍ଷରୁ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବରୁ ପାରାଦ୍ୱୀପ ପୌରପାଳିକାର ବିଭିନ୍ନ ୱାର୍ଡରେ ସମୂହ ସଫେଇ ଅନୁଷ୍ଠିତ ହୋଇଥିଲା।ଗତକାଲି ରାବଣ ପୋଡ଼ି ଉତ୍ସବରେ ବ୍ୟାପକ ଅପରିଷ୍କାର ହୋଇ ଥିବା ସମୁଦ୍ର ବେଳାଭୂମିକୁ ଟ୍ରଷ୍ଟ ପକ୍ଷରୁ ସଫେଇ କରିବା ସହିତ ସ୍ୱଚ୍ଛ ପରିବେଶ ଓ ସୁସ୍ଥ ଜୀବନର ବାର୍ତ୍ତା ଦେଇଛନ୍ତି।ଏହି କାର୍ଯ୍ୟକ୍ରମକୁ ପ୍ରସନ୍ନଜିତ ମାଇତି, ତ୍ରିନାଥ ମହାନ୍ତି, ବଗୁଲା ସିଂହ, କ୍ରିଷ୍ଣା ସିଂହ, ସନ୍ୟାସୀ ସିଂହ, ଶକ୍ତି ଭୋଇ, ମୁନା ସିଂହ, ରାଜା ତାମୁଡ଼ିଆ ସୁନାରାମ ତାମୁଡ଼ିଆ,ସର୍ଦ୍ଦାର ହାନାଗା ,ପ୍ରମୁଖ ପରିଚାଳନା କରିଥିଲେ।।

 

prasanta dash nka report

Leave a Reply

Your email address will not be published. Required fields are marked *