August 30, 2026
Home » ପାଞ୍ଚ ବର୍ଷ ଦୁଇମାସ ହେବ ଶାନ୍ତି ପୁର୍ଣ୍ଷ ଧାରଣା ରେ ସେବା ପ୍ରତି ନିଧି

ପାଞ୍ଚ ବର୍ଷ ଦୁଇମାସ ହେବ ଶାନ୍ତି ପୁର୍ଣ୍ଷ ଧାରଣା ରେ ସେବା ପ୍ରତି ନିଧି

0
WhatsApp Image 2026-08-08 at 11.12.24 PM

 

ମିଳିତ କ୍ରିୟା ନୁ ଷ୍ଟା ନ, ସେବା ପ୍ରତିନିଧି ଦୁଇଟିର ମୁଖ୍ୟ ସଙ୍ଗ ଠକ ନୀଳମଣି ମିଶ୍ର ଙ୍କ ନେତୃତ୍ୱ ରେ 5ବର୍ଷ 2ମାସ ଧରି ଶାନ୍ତି ପୂର୍ଣ୍ଣ ଧାରଣ ଲିଙ୍ଗରାଜ ପାସେ ଞ୍ଜ ର ହଲଟ ନିକଟରେ ଦିଆ ଗଲାଣି ସାଂସଦ ଅପରାଜିତା ଷଡ଼ଙ୍ଗୀ ରେଳ ମନ୍ତ୍ରୀ ଅସ୍ମିନୀ ବୈଷ୍ଣବ କ ସାହାଯ୍ୟ ସହଯୋଗ ପାଇ ଲିଙ୍ଗରାଜ ପାସେଞ୍ଜର ହଲଟ କାମ ଚାଲୁ ଅଛି ଦୁଃଖ ର କଥା ଯେଉଁମାନେ କାର୍ଯ୍ୟ କରୁଛନ୍ତି, ସେମାନେ ମୌ ଲିକ କାର୍ଯ୍ୟ କୁ ଦୃଷ୍ଟି ଦେଉନାହାନ୍ତି ଲିପଟି ନଥିବାରୁ ବୟସ୍କ, ଛୋଟ ପିଲା ଜିଣିଷ ଧରି ଗୋଟେ ପ୍ଲଟ ଫରମ ରୁ, 90 ସିଡ଼ି ଦେଇ ଅନ୍ୟ ପ୍ଲାଟଫର୍ମ ଯିବା କଷ୍ଟ ହେଉଛି, ପ୍ଲାଟଫର୍ମ ସଫା ଦାୟିତ୍ୱ ରେ ଥିବା ରେଳ କର୍ମ ଚାରି ବିଜିତ୍ର ପରିଡା ସଫା ପ୍ରତି ଦୃଷ୍ଟି ଦେଉ ନାହାନ୍ତି ପାହାଁଞ୍ଚ, ଷ୍ଟେସନ ଆଗ କାଦୁଅ ପାଣିରେ ବୁଡି ରହିଛି, ଥରକୁ ଥର ଅବଗତ କଲେ ସୁଫଳ ମିଳୁନାହିଁ, ଯାତ୍ରୀ ପଂକକାଦୁଆ ମାଡି ଟିକେଟ ଘର ଯାଉଛନ୍ତି, ଅପରିଷ୍କାର ବଢ଼ି ଚାଲିଛି, ଲିଙ୍ଗରାଜ ଙ୍କ ନାମ ରେ ଟ୍ରେନ ନାମକରଣ କରାଯାଇ ନାହିଁ, ଅଟୋ ଷ୍ଟାଣ୍ଡ, ଲୋକ ହାଟ, ଏକାମ୍ର ହାଟ, ଡାକ୍ତରଖାନା, ସ୍କୁଲ କଲେଜ ନିମନ୍ତେ 5 ଟକିଆ ଆହାର ଟିକେଟ କାଉଣ୍ଟର, ଦୂରଗାମୀ ରେଳ ରହଣି ପାଇଁ ଶ୍ରୀ ମିଶ୍ର ସହିତ ଅଶୋକ କୁମାର ମହାରଣା, ସୁବାଷ ଚନ୍ଦ୍ର ପଢି, ଅଙ୍କନିଧି ପଟ୍ଟନାୟକ, ଅରୁଣ କୁମାର ସ୍ୱାଇଁ, ଦାମ ଦର ସାମନ୍ତରାୟ, ବଂଶୀଧର ପଣ୍ଡା ପିତାମ୍ବର ପଢି ରାମ ପ୍ରସାଦ ରଥ, ସୁରେଶ କୁମାର ଦାଶ, ପିତାମ୍ବର ପଢି, ସତ୍ୟ ନାରାୟଣ ସାମନ୍ତ ସିଂହ ଓ ଅନେକ ଦାବି କରି ଛନ୍ତି

Leave a Reply

Your email address will not be published. Required fields are marked *