July 1, 2026
Home » ବରଗଡ଼ଠାରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ସମାରୋହ ପାଳିତ

ବରଗଡ଼ଠାରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ସମାରୋହ ପାଳିତ

0
WhatsApp Image 2026-06-30 at 7.45.34 AM

 

ପ୍ରଶାସନିକ ତଥ୍ୟର ସଦୁପଯୋଗ ଉପରେ ଗୁରୁତ୍ୱ

ବରଗଡ଼:ଭାରତୀୟ ପରିସଂଖ୍ୟାନର ଜନକ ଭାବେ ସୁପରିଚିତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍‌ଙ୍କ ୧୩୩ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୨୦ତମ ଜିଲ୍ଲା ସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି।

ବରଗଡ଼ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ସମିତି (ଡି.ପି.ଏମ୍.ୟୁ) ର ସହକାରୀ ନିର୍ଦ୍ଦେଶକ (ପରିସଂଖ୍ୟାନ) ଶ୍ରୀମତୀ ସୋନାଲିକା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସ ପାଳନର ମୁଖ୍ୟ ବିଷୟବସ୍ତୁ “ପ୍ରଶାସନିକ ତଥ୍ୟ ତଥା ସାମର୍ଥ୍ୟର ଉନ୍ମୋଚନ” (Unlocking the Potential of Administrative Data) ରଖାଯାଇଛି।ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ସହକାରୀ ନିର୍ବାହୀ ଅଧିକାରୀ (MIS) ଶ୍ରୀ ଫକୀର ମେହେର ସଭାପତିତ୍ୱ କରିଥିବା ବେଳେ ବରଗଡ଼ ଡି.ପି.ଏମ୍.ୟୁ ର ସହକାରୀ ନିର୍ଦ୍ଦେଶକ (ଯୋଜନା)…

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *