August 29, 2026
Home » ବିଶ୍ଵସ୍ତ୍ୟନପIନ ସପ୍ତାହ ପାଳନ

ବିଶ୍ଵସ୍ତ୍ୟନପIନ ସପ୍ତାହ ପାଳନ

0
WhatsApp Image 2026-08-08 at 1.05.10 PM

 

            ବିଶ୍ଵସ୍ତ୍ୟନପIନ ସପ୍ତାହ ପାଳନ “କାଳିଆବାଲି” ଅ:କେନ୍ଦ୍ର  ଠାରେ ଆୟୋଜିତ ହୋଇଛି I ଏହି ସପ୍ତାହ ପାଳନ ଅବସରରେ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଗଞ୍ଜାମ ଓ ଶ୍ରୀମତୀ ଏସ. ରାଜେଶ୍ଵରୀ କାର୍ଯ୍ୟକାରୀ ଅଧିକାରୀ, ଗଞ୍ଜାମ, ଶ୍ରୀମତୀ ରୀତାରାଣୀ ମଲ୍ଲିକ, ଅଞ୍ଚଳପରିଦର୍ଶୀକI ଉପସ୍ଥିତ ରହି  ଉପସ୍ଥିତ ଥିବା ଗର୍ଭଭିତ ଓ ଆଶ। ଦିଦି, ଅ:ବାଡି ଦିଦି ମାନଙ୍କୁ ସଚେତନତା ବାରତା ପ୍ରଦାନ କରିଥିଲେ I ମା କ୍ଷୀରର ଉପଦେୟତା, ପୃଷ୍ଟିଗତଗୁଣ, ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ମାତୃ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମା କ୍ଷୀର ଛଅ ମାସ ପର୍ଯ୍ୟନ୍ତ ଶିଶୁକୁ ଦେବା ଅନିର୍ବାର୍ଜ୍ୟ ଓ  ଶିଶୁ କୁ ଦୁଈ ବର୍ଷ ପର୍ଯ୍ୟନ୍ତ ମା କ୍ଷୀର କ୍ରମାଗତ ଚଳାଇବା ପାଇଁ ମା ମାନଙ୍କୁ ସଚେତନତା ବାରତା ପ୍ରଦାନ କରିଥିଲେ ଓ ଗ୍ରାମରେ ରାଲୀ ମଧ୍ୟ କରଯାଇଥିଲା I

 

Leave a Reply

Your email address will not be published. Required fields are marked *