July 5, 2025
Home » ଭିଜେ ଇନ୍‌ଫୋ ର ୨୭ତମ ପ୍ରତିଷ୍ଠାନ ଉତ୍ସବ

ଭିଜେ ଇନ୍‌ଫୋ ର ୨୭ତମ ପ୍ରତିଷ୍ଠାନ ଉତ୍ସବ

0
vija info-bra

ଭିଜେ ଇନ୍‌ଫୋ ର ୨୭ତମ ପ୍ରତିଷ୍ଠାନ ଉତ୍ସବ ଗାୟତ୍ରୀ କନଭେକସନ ହଲ୍ ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶଶିଭୂଶଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ଶତପଥୀ ମଂଚାସିନ ଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ସୂର୍ଯ୍ୟନାରୟଣ ସାହୁ ଅତିଥ୍ ଙ୍କୁ ସାଗତ କରିବା ସହ ସାଗତ ଭାଷଣ ଦେଇଥିଲେ ଓ ଅନୁଷ୍ଠାନର ସହ ନିର୍ଦ୍ଦେଶକା ସରିତା ସାହୁ ଅନୁଷ୍ଠାନର ସବୁ କର୍ମଚାରୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏବଂ ବରିଷ୍ଠ ନାଗରିକ ତଥା ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀକାନ୍ତ ସାହୁ ଓ ଅବସର ପ୍ରାପ୍ତ ବାୟୁସେନା କର୍ମଚାରୀ ଓ ବକ୍ତିଙ୍ଗ ପ୍ରଶିକ୍ଷକ ବାବୁରାଓ ବେହେରା ଙ୍କୁ ଉପଢଉକନ ଓ ମାନପ‌ତ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା ।

ଚଳିତ ବର୍ଷର ଶ୍ରେଷ୍ଠ ଛାତ୍ରୀ ଭାବେ ସୋନାଲି ସାହୁ ଶ୍ରେଷ୍ଠସହୋଯୋଗୀ ଛାତ୍ରୀ ଭାବେ ଭବାନୀ ପାଢୀ ଓ ଶତ ପ୍ରତିଶତ ଉପସ୍ଥିତ ରେ ଛାତ୍ର ସୁବାଷିଶ ପଟ୍ଟନାୟକ ଙ୍କୁ ପୁରଷ୍କୃତ କରାଯାଇଥିଲା । ଏବଂ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗିତାଙ୍କୁ ଅତିଥୁ ପୁରସ୍କୃତ କରିଥିଲେ । ଶେଷରେ ସହ ନିର୍ଦ୍ଦେଶକା ଡ.ଶୋଭନା ସାହୁ ଅତିଥ୍ ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସହ ନିର୍ଦ୍ଦେଶିକା ସଞ୍ଚିତା ସାହୁ ଓ ରୋଶିତା ପୃଷ୍ଟି ମଟ ସଙଳନ କରିଥିଲେ । ଅନୁଷ୍ଠାନ ର କାଯ୍ୟକର୍ତା ଦିବ୍ୟଶ ସାହୁ, ଶୀବାନି ମହାଙ୍କୁଡ, ସନ୍ତୋଷୀ ସାହୁ, ଦୀପିକା ବେହେରା, ମୋନଲିସା ମହାରଣା, ପୂର୍ଣ ଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ଏବଂ ଛାତ୍ର ଛାତ୍ରୀ ପ୍ରମୁକ୍ଷ ପରିଚାଳନାରେ ସ‌ହଯୋଗ କରିଥିଲେ ଏବଂ ଛାତ୍ର ଛାତ୍ରୀ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *