May 16, 2026
Home » ଭେଡେନ ବ୍ଳକ୍ ପଞ୍ଚାୟତ ସ୍ତରୀୟ କଂଗ୍ରେସ ସାଙ୍ଗଠନିକ ବୈଠକ

ଭେଡେନ ବ୍ଳକ୍ ପଞ୍ଚାୟତ ସ୍ତରୀୟ କଂଗ୍ରେସ ସାଙ୍ଗଠନିକ ବୈଠକ

0
WhatsApp Image 2026-05-16 at 2.05.40 PM

ଭେଡେନ ବ୍ଳକ୍ ର ଭେଡେନ, ଚିଚିଣ୍ଡା, ମାନ ପୁର ଓ ସଂକ୍ରିଡ଼ା ଗ୍ରାମପଞ୍ଚାୟତର ସାଙ୍ଗଠନିକ ବୈଠକ କରି ପଞ୍ଚାୟତ ସଭାପତି ମନୋନୀତ କରାଯାଇଅଛି, ଭେଡେନ କଲ୍ୟାଣ ମଣ୍ଡପଠାରେ ପୂର୍ବତନ ସରପଞ୍ଚ ଗୋପୀ କୃଷ୍ଣ ରଥଙ୍କ ବିୟୋଗରେ ଶୋକସଭା କରାଯିବା ସହିତ ଭେଡେନ ପଞ୍ଚାୟତର ସଭାପତି ଦଶରଥରେ ମେହେର, ଚିଚିଣ୍ଡା ପଞ୍ଚାୟତର ଧୃବ ଚରଣ ବିଶ୍ଵାଳ,ମାନପୁର ପଞ୍ଚାୟତର ଶଙ୍କର ମହାଲିଙ୍ଗ ଓ ସଂକ୍ରିଡ଼ା ପଞ୍ଚାୟତର ଆନନ୍ଦ ମାଝୀଙ୍କୁ ମନୋନୀତ କରାଯାଇଥିଲା,

ଏହି ବୈଠକରେ ଭେଡେନ ବ୍ଳକ୍ ସଦ୍ଭାପତି ରମେଶ ଚନ୍ଦ୍ର ପଣ୍ଡା, ବରଗଡ଼ ଜିଲ୍ଲା ସାଧାରଣ ସଂପାଦକ ଭବାନୀଶଙ୍କର ପାଢୀ, ମାଧବ ସାହୁ, ଗୋବିନ୍ଦ ସାହୁ, ଦଳ ଗୋବିନ୍ଦ ବେହେରା, କାର୍ତ୍ତିକ ମେହେର, ଚରଣ କର୍ମୀ, ଗଣେଶ କର୍ମୀ, ବାସ  ଘାସିରାମ ଲହରିଆ, ମାଖୁନୁ କଲେ ତ୍ ସମେତ ଅନ୍ୟାନ୍ୟ ପଞ୍ଚାୟତର ସମସ୍ତ କଂଗ୍ରେସ କର୍ମୀଗଣ ଉପସ୍ଥିତ ଥିଲେ,

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *