March 11, 2026
Home » ମାଧ୍ୟାନ ଭୋଜନ ଖାଇ 4ଜଣ ସ୍କୁଲୁ ଛତ୍ର ଅସୁସ୍ଥ l

ମାଧ୍ୟାନ ଭୋଜନ ଖାଇ 4ଜଣ ସ୍କୁଲୁ ଛତ୍ର ଅସୁସ୍ଥ l

0
WhatsApp Image 2024-10-05 at 3.13.11 PM

 

ତିର୍ତୋଲ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ସରକାରୀ ବିଦ୍ୟାଳୟ ରେ ଚାରି ଜଣ ଛତ୍ର ଅସୁସ୍ଥ ହେବାରୁ ବିଦ୍ୟାଳୟ ତରଫରୁ ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରା ଯାଇଛି, ପ୍ରଧାନ ଶିକ୍ଷୟତ୍ରୀ କହିବା ଅନୁଯାଇ ଏହି ଛତ୍ର ମାନେ ଘରୁ ଖାଲିପେଟରେ ବିଦ୍ୟାଳୟ କୁ ଆସିଥିଲେ ମଧ୍ୟାନ ଭୋଜନ ଖାଇବା ପରେ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ ଓ ବାନ୍ତି କରିଥିଲେ, ବିଦ୍ୟାଳୟ କତୃପକ୍ଷ ତୁରନ୍ତ ଛତ୍ର ଚରି ଜଣଙ୍କୁ ମେଡିକାଲ କୁ ପଠାଇ ଥିଲେ ଡାକ୍ତର ମାନେ ପରୀକ୍ଷା କରି ଏହା ପେଟ ଗ୍ୟାସ ଯୋଗୁ ହେଇଥିବାର ଜଣାଇ ଚିକିତ୍ସା କରି ଥିଲେ, ତେବେ ଜଣେ ଛାତ୍ର ଅସୁସ୍ଥ ରହିବାରୁ ତାକୁ ଜିଲ୍ଲା ହସ୍ପିଟାଲ କୁ ରେଫର କରାଯାଇଥିବା ଜଣା ଯାଇଛି,

Leave a Reply

Your email address will not be published. Required fields are marked *