September 24, 2026
Home » ମୀରାବାଇ ଚାନୁଙ୍କୁ ବାଲୁକା ଆନିମେସନରେ ଅଭିନନ୍ଦନ

ମୀରାବାଇ ଚାନୁଙ୍କୁ ବାଲୁକା ଆନିମେସନରେ ଅଭିନନ୍ଦନ

0
Screenshot 2026-09-24 140917

 

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ *ମାନସ କୁମାର ସାହୁ* ଏସିଆନ୍ ଗେମ୍ସରେ *ରୌପ୍ୟ ପଦକ* ଜିତିଥିବା ଭାରତୀୟ ଭାରୋତ୍ତୋଳନ ତାରକା *ମୀରାବାଇ ଚାନୁଙ୍କୁ* ନିଜର ଅନନ୍ୟ ବାଲୁକା ଆନିମେସନ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି।

ପୁରୀସ୍ଥିତ ନିଜ ଷ୍ଟୁଡିଓରେ ମାନସ ସାହୁ ମାତ୍ର *ଏକ ଘଣ୍ଟାରେ* ଏହି ବିଶେଷ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି। ଏହି କଳାକୃତି ମାଧ୍ୟମରେ ସେ ମୀରାବାଇ ଚାନୁଙ୍କ ଅଦମ୍ୟ ପରିଶ୍ରମ, ସମର୍ପଣ ଓ ଭାରତ ପାଇଁ ଗୌରବ ଆଣିଥିବା ସଫଳତାକୁ ସମ୍ମାନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *