May 11, 2026
Home » ରେଆର ଡେ କେୟାର ଥେରାପି କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ଭିନ୍ନକ୍ଷମ ଆଯୁକ୍ତ

ରେଆର ଡେ କେୟାର ଥେରାପି କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ଭିନ୍ନକ୍ଷମ ଆଯୁକ୍ତ

0
WhatsApp Image 2026-05-11 at 2.49.51 PM

ସୁବର୍ଣ୍ଣପୁର —-ସୁବର୍ଣ୍ଣପୁର ଜିଲ୍ଲା ଧୂବାମୁଣ୍ଡା ରେଆର ଡେ କେୟାର ଥେରାପି କେନ୍ଦ୍ର କୁ ଓଡିଶା ରାଜ୍ୟ ଭିନ୍ନକ୍ଷମ ଆଯୁକ୍ତ ବ୍ରତତି ହରିଚନ୍ଦନ ପରିଦର୍ଶନ କରିଛନ୍ତି l ଏହି ସମୟରେ ଭିନ୍ନକ୍ଷମ ଶିଶୁ ଓ ଅଭିଭାବକ ମାନଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ଓ ଭିନ୍ନକ୍ଷମ ଙ୍କ ଅଧିକାର ପାଇଁ ରେଆର ବିଭିନ୍ନ ଜିଲ୍ଲା ରେ କାର୍ଯ୍ୟ କରୁଥିବା ରୁ ପ୍ରଶଂସା କରିଥିଲେ l ତାଙ୍କ ସହ ସୋନପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର, ରେଆର ସହ ପ୍ରତିଷ୍ଠାତା ଅମ୍ବୁଜ ବିହାରୀ ଶତପଥି, ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ,ଗୁଣନିଧି ମାଝୀ ଓ ଧନୁଧର ନାଏକ ଉପସ୍ଥିତ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *