August 11, 2026
Home » ଶଙ୍କରାଖୋଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ରୀ ICU ରେ

ଶଙ୍କରାଖୋଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ରୀ ICU ରେ

0
WhatsApp Image 2026-08-10 at 8.59.28 AM

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ଶଙ୍କରାଖୋଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ବିରାଟ ଅଭାବନୀୟ ଘଟଣା ଘଟିଛି,ଯାହା ଶୁଣି,ଲୋକେ ଆହାକାର, ଅଭିଭାବକ ଶୁଣି ମର୍ମାହତ ତେବେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ତପ୍ତରତା, ଜିଲ୍ଲା ରେ ଅନ୍ତେବାସୀ କେତେ ସୁରକ୍ଷିତ ଡବଲ ଇଞ୍ଜିନ, ଲୋକଙ୍କ ସରକାର ବିଜେପି ପ୍ରିୟ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଙ୍କୁ କଳାଛିଟ ମାରୁଛି ସତକଥା ଲୁଚାଉଛି, ଜିଲ୍ଲା ମଙ୍ଗଳ ବିଭାଗ, ହେଲେ ସତକହୁଛିକିଏ ? ଶଙ୍କରାଖୋଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅନ୍ତେବାସୀ ୭ମ ଶ୍ରେଣୀ ଛାତ୍ରୀ ଆଘାତ ଘଟଣା ଅଞ୍ଚଳରେ ଘୁରି ବୁଲୁଛି।ଏପରି ଅଭାବନୀୟ ଘଟଣା ଘଟିଛି ଯାହା ଫଳରେ ଅନ୍ତେବାସୀ ୭ମ ଶ୍ରେଣୀ ଛାତ୍ରୀ ଙ୍କୁ ନିକଟସ୍ଥ ଗୁମାଗଡ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କୁଲାପରେ ଛାତ୍ରୀ ର ଅବସ୍ଥା ଅଧିକା ଗୁରୁତ୍ୱ ଥିବାରୁ ତୁରନ୍ତ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଚିକିତ୍ସା ବ୍ୟବସ୍ଥା , କେମିତି ହେଲା, କନ୍ଧମାଳ ଜିଲ୍ଲା ରେ ମଧ୍ୟ ମୁଖ୍ୟତଃ ବଡ଼ ବଡ଼ ଡାକ୍ତର ନାହାନ୍ତି ତେଣୁ ଚିକିତ୍ସା କରୁ କରୁ ବୋଧେ ଛାତ୍ରୀ ର ଅବସ୍ଥା ଅଧିକା ଗୁରୁତ୍ୱ ଥିବାରୁ ତୁରନ୍ତ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତର ବ୍ରହ୍ମପୁର ” ଏମ. କେ. ସି. ଜି” ମେଡିକାଲ କଲେଜ ଓ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇ ସର୍ଜରୀ ଉୱଡ ବେଡ଼ ନ- ୪୮୯ ରେ ଭର୍ତ୍ତି କରିଥିଲେ ବୋଲି ବିଦ୍ୟାଳୟ ର ଦାୟିତ୍ଵ ରେ ଥିବା ପ୍ରଧାନଶିକ୍ଷୟତ୍ରୀ ଫୋନରେ କହିଛନ୍ତି।ସେ ଆହୁରି ମଧ୍ୟ କହିଲେ ଛାତ୍ରୀ ର ସୁସ୍ଥ ଅବସ୍ଥା ଭଲ ଅଛି? ଏବେ କିନ୍ତୁ ବ୍ରହ୍ମପୁର ବଡ ମେଡିକାଲ ରେ ଅପରେସନ ହେଲାପରେ ଆୟୁଷୁ ରେ ୨୭ ନମ୍ବର ବେଡ଼ ରେ ଥିବା ସୁଚନା, ବ୍ରହ୍ମପୁର ଇ ପି ଏ ପ୍ରତିନିଧି, ଏବଂ ଅସୁସ୍ଥ ଛାତ୍ରୀ ପରିବାରରୁ ମିଳିଥିବା ସୂଚନା ଏବେ ପ୍ରଶାସନିକ ହେଳା ନୁହେଁ ପାରୁପଯେନ୍ତ ସାହାଯ୍ୟ ଚେଷ୍ଟା ଜାରି ରହିଛି, ଧନ୍ୟ ଅନ୍ତେବାସୀ ୭ମ ଶ୍ରେଣୀ ଛାତ୍ରୀ ସନ୍ଧ୍ୟା ବେଳକୁ ପାହୁଚରେ ଖେଳୁଥିଲା କେମିତି ହେଲା,କଣ ହେଲା ଯେ, ଛାତ୍ରୀ କୁ ତୁରନ୍ତ ଗୁମାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ,ତାପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲ କୁ ହଠାତ୍ ଅପରେସନ ହେଲାପରେ ଆୟୁଷୁ ବେଡ଼ ରେ ତେବେ କେତେ ବଡ ଅଭାବନୀୟ ଘଟଣା ଘଟିଛି କହିଲେ କ’ଣ ହେବ ?”କୁଳକୁଟୁମ୍ବକୁ ଲାଜ” ହେଲେ ମଧ୍ୟ ମୁଖ୍ୟତଃ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ତେବେ ପୂର୍ବରୁ ହଷ୍ଟେଲ ଛାତ୍ରୀ ଗର୍ଭବତୀ ପ୍ରସୂତି ଘଟଣା ଅନେକ ଅନ୍ତେବାସୀ ବିଦ୍ୟାଳୟ ରେ ଘଟଣା ଘଟିଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି।ଏପରି ଅଭାବନୀୟ ଘଟଣା ଜିଲ୍ଲା ରେ ବୋଧେ ପ୍ରଥମ ପୂର୍ବ ବିଜେଡି ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସରକାର ସମୟରେ ଏପରି ଅନ୍ତେବାସୀ ଛାତ୍ରୀଙ୍କୁ ବ୍ରହ୍ମପୁର ବଡ ମେଡିକାଲ ରେ ଅପରେସନ ହେଲାପରେ ଆୟୁଷୁ ବେଡ଼ ରେ ଘଟଣା ଘଟିଥିଲେ ମଧ୍ୟ ଲୋକ ଲୋଚନକୁ ଆସିନଥିଲା, ପ୍ରଶାସନ ଓ ପୋଲିସର ସହାୟତାରେ ଆଦିବାସୀ ପରିବାର ଲୋକଙ୍କୁ ଶାନ୍ତି କରିଦିଆଯାଇଥିଲା, କିନ୍ତୁ ଯେପରିକି ପ୍ରତିଶୃତି ଦେଇଥିଲେ ତାହା ଆଜିସୁଦ୍ଧା ସଫଳ ସୋଇନାହିଁ।

 

ଏପରି ଘଟଣା ଘଟିଥିଲା ଜିଲ୍ଲା ର ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ସେବା ଇଙ୍ଗଲିସ ସିଡିୟମ ବିଦ୍ୟାଳୟ ରେ ଆଶ୍ଚର୍ଯ୍ୟ କଥା ଘଟଣା ଘଟିଛି ସତ ଅନ୍ତେବାସୀ ଷଷ୍ଠ ଶ୍ରେଣର ଆଦିବାସୀ ଛାତ୍ର ଛାତ ଉପରୁ ପଡ଼ି ମୃତ୍ୟୁ ବରଣ କରିଥିଲା କଣ ମିଛ କଥା କି ?? ବର୍ତ୍ତମାନ ର ଡବଲ ଇଞ୍ଜିନ ସରକାର, ଲୋକଙ୍କ ସରକାର ବିଜେପି ପ୍ରିୟ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ସାହାଯ୍ୟ, ସହଯୋଗ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଉଚିତ ସରକାର ବୋଲି ଗାଁ ଗାଁ କଥା ଘୁରି ବୁଲୁଛି ହେଲେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଅନ୍ତେବାସୀ ଛାତ୍ର ଛାତ୍ରୀ ,କେତେ ସୁରକ୍ଷିତ ଯେ ଛାତ୍ରୀ ଜଣକ ମରଣ ସହ ସଂଗ୍ରାମ କରୁଛି କନ୍ଧମାଳ ଜିଲ୍ଲା ରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତ୍ତି ହୋଇ ଅପରେସନ ହେଲାପରେ ଆୟୁଷୁ ବେଡ଼ ରେ ସତ ହେଲେ ଚିକିତ୍ସା ରେ ଅବହେଳା ହେଲେ ଦାୟୀତ୍ବ ରେ କିଏ ଉଣା ଅଧିକା ହେଲେ ରାଜରାସ୍ତାରେ ଚର୍ଚ୍ଚା ହେଉଛି ବଜେପି ସରକାର ଅମଳରେ ବିଧାୟକ, ସାଂସଦ ହସ୍ତକ୍ଷେପ କରିବାକୁ ବାଧ୍ୟ କାରଣ ଲୋକଙ୍କ ସରକାର ବିଜେପି ପ୍ରିୟ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କୁ ଚଂଦ୍ର ରେ କଳଙ୍କ ଲାଗିଲା ଭଳି କନ୍ଧମାଳ ଜିଲ୍ଲା ରେ ଦୁଇ ବର୍ଷ ଶାସନ କାଳରେ ପ୍ରଥମ ଘଟଣା ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମାଧ୍ୟମ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦପ୍ତର ରୁ ବିଧିବଦ୍ଧ ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସଚିବ ଦ୍ବାରା କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଙ୍କ ଜିଲ୍ଲା ର ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ହୃଦୟଭରା ସାହାଯ୍ୟ ସହଯୋଗ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି, କେଉଁ ପାଣି କେଉଁ ଆଡେ ଯାଉଛି ବଡ ଉପରେ ଗଢ଼ିବା ପୂର୍ବରୁ କଥାରେ ଅଛି” ତୁ ଗୁହାରୀ କରିବୁ ଯାହାକୁ ମୁଁ ___ କରିବି ତାହାକୁ” ବିଜେପି ସରକାର ଅମଳରେପାତର ଅନ୍ତର ଚଳିବ ନାହିଁ, ଅନ୍ତେବାସୀ ୭ମ ଶ୍ରେଣୀ ଛାତ୍ରୀ ଆୟୁଷୁରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମୂଖ୍ୟ ଦାୟିତ୍ଵ ନିର୍ବାହ କରୁଥିବା ଅଧିକାରୀ ନା ଆଉ କାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସାଧାରଣ ରେ ଦେଖିବାକୁ ବାକି ରହିଲା।

ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ସହ ବାଲିଗୁଡା ସବଡିଭିଜନ ପ୍ରତିନିଧି ମଧୁସ୍ମିତା ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *