ଶିତ କାକର ରେ ଗାଁ ଗହଳି ରେ ସକାଳର ଧାନ ମଡ଼ା ଦୃଶ୍ୟ

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ପାହାଡ଼ ପର୍ବତ ଘେରା ବଣରୁ ବାହାରୁଥିବା ଝରଣାର ସରଶ ସୁନ୍ଦର ପ୍ରାକୃତିକ ପରିବେଶରେ ଭରା କନ୍ଧମାଳ ଜିଲ୍ଲା ରେ ଦିତୀୟ କାଶ୍ମିରୀ କୁହାଯାଉଥିବା ଦାରିଙ୍ଗିବାଡି ଏବେ ଫୁଲବାଣୀ, ଘୁଉଦୟଗିରି,ରାଇକିଆ, ଟିକାବାଲି, ଫିରିଙ୍ଗିଆ, ବାଲିଗୁଡ଼ା ,କୋଟଗଡ, ତୁମୁଡିବନ୍ଧ ଓ ଖଜୁରିପଡା ଅଞ୍ଚଳରେ ଅଧିକା ଶିତ ହେଉଥିବା ଗାଁ ଗହଳି ରେ ସକାଳେ ଘନ କୁହୁଡି ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଗାଡିମଟର ଯିବା ଆସିବା ରେ ଘନ କୁହୁଡି ଯୋଗୁଁ ରାସ୍ତା ଘାଟ ଭଲଭାବେ ଦେଖା ଦେଉନାହିଁ।
ପ୍ରମୋଦ କୁମାର ନାୟକ