October 16, 2026
Home » ସ୍ବର୍ଗତ ରଞ୍ଜିତା ମହାନ୍ତି ସ୍ମୃତି ଛାତ୍ର ଛାତ୍ରୀ ମେଧାବୀ ବୃତ୍ତି ପ୍ରଦାନ ସମାରୋହ

ସ୍ବର୍ଗତ ରଞ୍ଜିତା ମହାନ୍ତି ସ୍ମୃତି ଛାତ୍ର ଛାତ୍ରୀ ମେଧାବୀ ବୃତ୍ତି ପ୍ରଦାନ ସମାରୋହ

0
WhatsApp Image 2026-09-18 at 3.50.35 PM

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା ଜଗତି ଉଚ୍ଚ ବିଦ୍ୟାଳୟ ରେ ” ସ୍ବର୍ଗତ ରଞ୍ଜିତା ମହାନ୍ତି ସ୍ମୃତି ଛାତ୍ର, ଛାତ୍ରୀ ମେଧାବୀ ବୃତ୍ତି ର ପଞ୍ଚମ ବର୍ଷ ର ଆଜି ପ୍ରଦାନ ଅବସରରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି , ଟେମଲାଲ ଦୁବେ, ଜିଲ୍ଲା ଶିକ୍ଷା ଅଧିକାରୀ, ମୁଖ୍ୟବକ୍ତl, ଶ୍ରୀ ଉତ୍ସବ ସାହୁପ୍ରାକ୍ତନ ପ୍ରଧାନ ଶିକ୍ଷକ, ଶ୍ରୀ ଯାଦବ କିଶୋର କର୍ଣ୍ଣ , ପ୍ରlକ୍ତନ ବିଡିଓ, ଶ୍ରୀ ସତ୍ୟାନନ୍ଦ ଜେନା, ପ୍ରାକ୍ତନ କୃଷି ଅଧିକାରୀ, ଶ୍ରୀ ମନୋରଞ୍ଜନ ଗୁରୁ, ଅଧ୍ୟାପକ, ଶ୍ରୀ ବିପ୍ର ଚରଣ ମହାନ୍ତି, ସେବା ନିବୃତ ଓଡିଶା ପ୍ରଶାସନିକ ଅଧିକାରୀ, ତଥା ଛାତ୍ର ଛାତ୍ରୀ ବୃତ୍ତି ର ମୁଖ୍ୟ ଦେବେନ୍ଦ୍ର ଦେହୁରୀ, ବର୍ତ୍ତମାନ ର ପ୍ରଧାନ ଶିକ୍ଷକ,ଙ୍କ ସହିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ ଛାତ୍ର, ଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ର ପରିଚାଳନା କମିଟି ର ସଦସ୍ୟ, ଆଜିର ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ନିଜ ନିଜ ମତାମତ ପ୍ରଦାନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *