1984 ମସିହା ISc ଵେଚ ର ବନ୍ଧୁ ମିଳନ
ଭୁବନେଶ୍ୱର: 1984 ISc ଵେଚ ର ବନ୍ଧୁ ମିଳନ ବ୍ରହ୍ମପୁର ହୋଟେଲ ନଂଦନ ଠାରେ ଅନୁଷ୍ଠିତ ହୋଇଯାଇଛି. 42 ବର୍ଷ ର ଛାତ୍ର ଜୀବନ ର ପୁରାତନ ବନ୍ଧୁ ସମ୍ପର୍କ ର କାହାଣୀ ସବୁ ରୋମଂଥନ ହୋଇଥିଲା ବର୍ତ୍ତମାନ ଜୀବନ ର ବୃତାନ୍ତ କିପରି ଅତିବାହିତ ହେବ ସେସବୁ ଆଲୋଚନା ହୋଇଥିଲା. ଏଥିରେ ଗୌର ଚନ୍ଦ୍ର ମହାପାତ୍ର, ରାଜେନ୍ଦ୍ର ରଥ, ଆଶୁତୋଷ ରଥ, ସତ୍ୟ ନାରୟଣ ସାହୁ, ସତ୍ୟବ୍ରତ ଦାଶ ଓ ଅନେକ ବନ୍ଧୁ ଯୋଗଦାନ କରିଥିଲେ
