ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର 59ତମ ପ୍ରତିଷ୍ଠା ଦିବସ: ସୌଭାଗ୍ୟ ମିଶ୍ରଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ରବି ରଥ ପାଇବେ ସାମ୍ୱାଦିକତା ସମ୍ମାନ
ଭଞ୍ଜବିହାର: ଜାନୁଆରି 2ତାରିଖ ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଳନ କରିବ 59ତମ ପ୍ରତିଷ୍ଠା ଦିବସ ପ୍ରତିଷ୍ଠା। ଦିବସକୁ ଆକର୍ଷଣୀୟ କରିବା ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ପୁଙ୍ଖାନୁପୁଙ୍ଖ...
