ଗଣତନ୍ତ୍ର ଦିବସ -୨୦୨୫ ଅବସରରେ ରାଷ୍ଟ୍ରୀୟ ଭବନରେ ଆୟୋଜିତ “ଆଟ୍ ହୋମ୍ ରିସେପସନ୍” ରେ ଯୋଗଦେବେ କୋରାପୁଟ ଜିଲ୍ଲାର ଦେବସ୍ମିତା ବେନିଆ ଓ ଡ. ବିଜୟାନନ୍ଦ ପାଣିଗ୍ରାହୀ
ଗଣତନ୍ତ୍ର ଦିବସ -୨୦୨୫ ଅବସରରେ ରାଷ୍ଟ୍ରୀୟ ଭବନରେ ଆୟୋଜିତ “ଆଟ୍ ହୋମ୍ ରିସେପସନ୍” ରେ ଯୋଗଦେବା ପାଇଁ ମାନ୍ୟବର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସମ୍ମାନିତ ଅତିଥିମାନଙ୍କ ନିକଟକୁ ସ୍ପିଡ୍...