ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗ ଓ ଟିପିଡବ୍ଲୁଓଡିଏଲ ସହାୟତାରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ l
ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳ୍ଳନୀ କକ୍ଷରେ ଜିଲ୍ଲାର ସମସ୍ତ ଚି଼ହ୍ନଟ ଯକ୍ଷ୍ମା ରୋଗୀଙ୍କୁ ଟିପିଡବ୍ଲୁଓଡିଏଲ ସହାୟତାରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଶୁଭାରମ୍ଭ ଅନୁଷ୍ଠିତ...